Masthead

ଅବକାରୀ ବିଭାଗ ହାଜତରେ ଅଟକ ଅଭିଯୁକ୍ତ ଗୁରୁତର

ବାଲେଶ୍ୱର(ବଡ଼ ଖବର ବ୍ୟୁରୋ): ବାଲେଶ୍ୱର ଅବକାରୀ ହେପାଜତରେ ଥାଇବି ବିଷ ପିଇଲେ ଅଭିଯୁକ୍ତ। ଗୁରୁତର ଅବସ୍ତାରେ ଅଭିଯୁକ୍ତଙ୍କୁ ବାଲେଶ୍ୱର ମେଡିକାଲ ନେଇ ଚିକିତ୍ସା କରୁଛି ବାଲେଶ୍ୱର ଅବକାରୀ ବିଭାଗ । ବାଲେଶ୍ଵର ପାତ୍ରପଡ଼ା ଅଞ୍ଚଳର ସରକାରୀ ମଦ ବ୍ୟବସାୟୀ ନବ କିଶୋର ରାୟଙ୍କ ଘରୁ ଏକ୍ସପାରି ମଦ ଧରା ପଡ଼ିବା ପରେ ବ୍ୟବସାୟୀ ନବକିଶୋରଙ୍କୁ ଅବକାରୀ ବିଭାଗର ଉଠାଇ ଆଣିଥିଲେ ।

ନବକିଶୋର ରାୟ ଅବକାରୀ ହେପାଜତକୁ ଆସିବାର କିଛି ସମୟ ପରେ ବ୍ୟବସାୟୀ ଜଣକ ଗୁରୁତର ହେବାରୁ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ତେବେ ମଦ ବ୍ୟବସାୟୀ ନବ କିଶୋର ଅବକାରୀ ବିଭାଗର ହେପାଜତରେ ଥାଇ ବିଷ ପିଇଛନ୍ତି ବୋଲି ନବକିଶୋର ଙ୍କ ପରିବାର ଲୋକ ଥାନରେ ଅଭିଯୋଗ କରୁଛନ୍ତି । ସେପଟେ ଅବକାରୀ ବିଭାଗର ପକ୍ଷରୁ କୋଣସି ପ୍ରତିକ୍ରିୟା ମିଳିପାରିନାହିଁ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା