Masthead

ଆଠମଲ୍ଲିକ ରେ ପ୍ରଣବ ପ୍ରକାଶ ଦାଶଙ୍କ ନିର୍ବାଚନୀ ପଦଯାତ୍ରା

ଆଠମଲ୍ଲିକ(ବଡ଼ ଖବର ବ୍ୟୁରୋ): ଏଥର ବିଜେଡ଼ି ଓ ବିଜେପି ର ଫୋକସ ରେ ଆଠମଲ୍ଲିକ ନିର୍ବାଚନ ମଣ୍ଡଳୀ ତଥା ଅନୁଗୋଳ ଜିଲ୍ଲାର ନଅ ଗୋଟି ପଞ୍ଚାୟତ । ଅନ୍ତୁଳିଆ, ସରଧା ପୁର, ମାଟିଆ ସାହି, ମାଣିକ ଯୋଡ଼ି, ଜଗନ୍ନାଥ ପୁର, ଟାଇଁସ କୋଠ ଭୂଇଁ ଟିକରପଡ଼ା, ପୁରୁଣା କୋଟ, ଏହି ପଞ୍ଚାୟତକୁ ଫୋକସ କରିଛନ୍ତି ସମ୍ବଲପୁର ସାଂସଦ ପ୍ରାର୍ଥୀ ପ୍ରଣବ ପ୍ରକାଶ ଦାସ । ଦଳୀୟ ପ୍ରଚାରରେ ପ୍ରଣବ ପ୍ରକାଶ ଅନ୍ତୁଳିଆ ଆସିଥିଲେ ଯେଉଁ ପ୍ରଚାରରେ ଆଠମଲ୍ଲିକ ବିଜେଡ଼ି ବିଧାନସଭା ପ୍ରାର୍ଥୀ ନଳିନୀ ପ୍ରଧାନ ରହିଥିଲେ । ଉଭୟଙ୍କୁ ସ୍ଵାଗତ କରିବା ପାଇଁ ବିଜେଡି କର୍ମୀଙ୍କ ସମାଗମ ଦେଖିବାକୁ ମିଳିଥିଲା ।

 

ପ୍ରଣବ ଅନ୍ତୁଳିଆ ରେ ପହଁଚିଲା ପରେ କର୍ମୀ ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ଦେଇ ସ୍ବାଗତ ଜଣାଇ ଥିଲେ । ପରେ କର୍ମୀମାନଙ୍କ ସହିତ ପଦଯାତ୍ରାରେ ସଭାସ୍ଥଳୀ କୁ ଯାଇଥିଲେ । ଏହାପରେ କିଛି ନୂତନ କର୍ମୀ ଙ୍କୁ ନେଇ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଥଲା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ‘ଅଭିଯୋଗ ପ୍ରକୋଷ୍ଠରେ ୯୧% ଅଭିଯୋଗ ସମାଧାନ ହୋଇଛି’ 🔴 ଟିକେଟ କଳାବଜାରି, ୪ ଅଟକ 🔴 ଆଜି ବାରବାଟୀରେ କରିବେ ଅଭ୍ୟାସ ଉଭୟ ଟିମ୍‌ର ଖେଳାଳି 🔴 ହାଡ଼ଭଙ୍ଗା ଜାଡ଼ରେ ପୂରା ରାଜ୍ୟ ଥରିବ 🔴 ‘୨୪ ଘଣ୍ଟାରେ ଉତ୍ତର ଦିଅ…ନହେଲେ କାର୍ଯ୍ୟାନୁଷ୍ଠାନ’ 🔴 ୩୧୨ କୋଟି ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ 🔴 ମହାପ୍ରଭୁଙ୍କ ଛୁଆଁ ମହାସ୍ନାନ 🔴 କାଲୁଆ ପବନ କରିବ କଲବଲ 🔴 ଆଜି ବି ସରଗରମ ରହିବ ବିଧାନସଭା 🔴 ଶୀତରେ ଥରୁଛି ପୂରା ଓଡ଼ିଶା 🔴 ‘ଅଭିଯୋଗ ପ୍ରକୋଷ୍ଠରେ ୯୧% ଅଭିଯୋଗ ସମାଧାନ ହୋଇଛି’ 🔴 ଟିକେଟ କଳାବଜାରି, ୪ ଅଟକ 🔴 ଆଜି ବାରବାଟୀରେ କରିବେ ଅଭ୍ୟାସ ଉଭୟ ଟିମ୍‌ର ଖେଳାଳି 🔴 ହାଡ଼ଭଙ୍ଗା ଜାଡ଼ରେ ପୂରା ରାଜ୍ୟ ଥରିବ 🔴 ‘୨୪ ଘଣ୍ଟାରେ ଉତ୍ତର ଦିଅ…ନହେଲେ କାର୍ଯ୍ୟାନୁଷ୍ଠାନ’ 🔴 ୩୧୨ କୋଟି ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ 🔴 ମହାପ୍ରଭୁଙ୍କ ଛୁଆଁ ମହାସ୍ନାନ 🔴 କାଲୁଆ ପବନ କରିବ କଲବଲ 🔴 ଆଜି ବି ସରଗରମ ରହିବ ବିଧାନସଭା 🔴 ଶୀତରେ ଥରୁଛି ପୂରା ଓଡ଼ିଶା