ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି

ନୂଆଦିଲ୍ଲୀ (ବଡ ଖବର ବ୍ୟୁରୋ) : ନିଟ୍ (ୟୁଜି) ୨୦୨୬ ଛାତ୍ରଛାତ୍ରୀଙ୍କ ପାଇଁ ଆସିଲା ଖୁସି ଖବର । ଜାତୀୟ ପରୀକ୍ଷା ଏଜେନ୍ସି (NTA)ର ବଡ ଘୋଷଣା । ବଢିଲା ନିଟ୍ (ୟୁଜି)ର ସମୟ ଅବଧି । ନିଟ୍ ପରୀକ୍ଷାର୍ଥୀମାନଙ୍କୁ ମିଳିବ ଅତିରିକ୍ତ ୧୫ ମିନିଟ୍ ସମୟ । ସୂଚନା ଅନୁସାରେ ସମୟ ଅବଧି ୧୯୫ ମିନିଟ୍ କୁ ବୃଦ୍ଧି । ଗତ କିଛି ବର୍ଷର ପରିକ୍ଷାର୍ଥୀଙ୍କ ମତାମତକୁ ଆଧାର କରି NTA ଜୁନ୍ ୨୧ ତାରିଖରେ ଅପରାହ୍ନ ୨ଟାରୁ ୫ଟା୧୫ ମିନିଟ୍ ଯାଏଁ ହେବ ପରୀକ୍ଷା । NTA ପକ୍ଷରୁ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ସୂଚନା , ନିଟ୍ ପ୍ରଶ୍ନପତ୍ର ବୁକ୍ଲିଟ ରଫ୍ କାମ ପାଇଁ ସ୍ଥାନ ବଢାଯିବ । ଏବେ ପରୀକ୍ଷାର୍ଥୀମାନେ ଦୁଇଟି ପୃଷ୍ଟା ପରିବର୍ତ୍ତେ ଚାରିଟି ରଫ୍ କାମ ପାଇଁ ପୃଷ୍ଠା ପାଇବେ । ପରୀକ୍ଷା ସମୟ ବଢେଇବାର ଉଦେ୍ଦଶ୍ୟ ହେଉଛି ପ୍ରଶାସନିକ କାର୍ଯ୍ୟକଳାପ କାରଣରୁ ପରୀକ୍ଷାର୍ଥୀମାନଙ୍କ ଲେଖିବା ସମୟ ନଷ୍ଟ ନ ହେଉ ଏବଂ ସେମାନେ ସମ୍ପୂର୍ଣ୍ଣ ଧ୍ୟାନ ସହିତ ପ୍ରଶ୍ନପତ୍ର ସମାଧାନ କରିପାରନ୍ତୁ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା 🔴 ତିଦ୍ଦତରେ ପୁଣି ଭୂକମ୍ପ ଝଟକା 🔴 ସର୍ଭେ ହୋଇନଥିବା ତିନି ଗାଁରେ ନିର୍ବାଚନ କରିବ ଆନ୍ଧ୍ର! 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା 🔴 ତିଦ୍ଦତରେ ପୁଣି ଭୂକମ୍ପ ଝଟକା 🔴 ସର୍ଭେ ହୋଇନଥିବା ତିନି ଗାଁରେ ନିର୍ବାଚନ କରିବ ଆନ୍ଧ୍ର!