ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ ଅନୁଷ୍ଠିତ ହୋଇଛି । ୨୦୨୬ ଆଇସିସି ମହିଳା ଟି୨୦ ବିଶ୍ୱକପ୍ ଇଂଲଣ୍ଡର ବର୍ମିଂହାମସ୍ଥିତ ଏଜବାଷ୍ଟନ କ୍ରିକେଟ୍ ଗ୍ରାଉଣ୍ଡରେ ଉଦଘାଟନୀ ସମାରୋହ ହେବାକୁ ଯାଉଛି । ଉଦଘାଟନୀ ମ୍ୟାଚରେ ମୁହାମୁହିଁ ହେବେ ଇଂଲଣ୍ଡ ଏବଂ ଶ୍ରୀଲଙ୍କା । ଆଇସିସି ମହିଳା ଟି୨୦ ବିଶ୍ୱକପ୍ ୨୦୨୬ରେ ମୋଟ ୧୨ଟି ଦଳ ଅଂଶଗ୍ରହଣ କରିଛନ୍ତି । ଏହି ଟି୨୦ରେ ୩୩ଟି ମ୍ୟାଚ ହେବ । ଇଂଲଣ୍ଡ ଓ ଶ୍ରୀଲଙ୍କାରେ ୭ଟି ହେବାକୁ ଥିବାବେଳେ ଅନ୍ୟଖେଳ ଗୁଡିକ ଭିନ୍ନ ଭିନ୍ନ ଭେନ୍ୟୁରେ ଖେଳାଯିବ । ଏହି ଟୁର୍ଣ୍ଣାମେଣ୍ଟ ଜୁନ୍ ୧୨ରୁ ଜୁଲାଇ ୫ ତାରିଖ ଯାଏଁ ଚାଲିବ । ଅଂଶଗ୍ରହଣ କାରୀ ଦଳ ମାନଙ୍କ ମଧ୍ୟରେ ନେଦରଲ୍ୟାଣ୍ଡ ପ୍ରଥମଥର ପାଇଁ ମହିଳା ବିଶ୍ୱକପ୍ରେ ଖେଳୁଛି । ଏଥିରେ ଅଷ୍ଟ୍ରେଲିୟା, ଭାରତ, ଇଂଲଣ୍ଡ ସହ ନୁ୍ୟଜଲାଣ୍ଡ ଦଳ ଖେଳରେ ସାମିଲ ହୋଇଛନ୍ତି । ଇଂଲଣ୍ଡରେ ଅନୁଷ୍ଠିତ ରୋମାଞ୍ଚକ ମହିଳା ବିଶ୍ୱକପ୍ ଉଦଘାଟନ ଉସôବରେ ବ୍ରିଟିଶ୍ ସମୟ ଅନୁସାରେ ସନ୍ଧ୍ୟା ୮ଘଣ୍ଟା ୩୦ମିନିଟ୍ ରେ ଆରମ୍ଭ ହେବାକୁ ଥିବା ବେଳେ ଭାରତରେ ସେତବେଳକୁ ରାତି ୧୧ଘଟିକା ହୋଇଥିବ । ଏହି ବିଶ୍ୱକପ୍ ମହାକୁମ୍ଭକୁ ନେଇ କ୍ରିକେଟ୍ ପ୍ରେମୀଙ୍କ ମଧ୍ୟରେ ଖୁସି ଦେଖିବାକୁ ମିଳିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା 🔴 ତିଦ୍ଦତରେ ପୁଣି ଭୂକମ୍ପ ଝଟକା 🔴 ସର୍ଭେ ହୋଇନଥିବା ତିନି ଗାଁରେ ନିର୍ବାଚନ କରିବ ଆନ୍ଧ୍ର! 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା 🔴 ତିଦ୍ଦତରେ ପୁଣି ଭୂକମ୍ପ ଝଟକା 🔴 ସର୍ଭେ ହୋଇନଥିବା ତିନି ଗାଁରେ ନିର୍ବାଚନ କରିବ ଆନ୍ଧ୍ର!