ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ଆକ୍ସନମୋଡରେ ବାଲେଶ୍ୱର ପୋଲିସ । ମଦ ପରେ ଗୋ ମାଫିଆଙ୍କ ଘର ଉପରେ ଚଢାଉ । ୬ ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ ରେମୁଣା, ବାଲିଆପାଳ ଓ ଜଳେଶ୍ବରରେ ଚଢ଼ାଉ ବସ୍ତା, ଭୋଗରାଇ ଓ କମର୍ଦ୍ଧାରେ ମଧ୍ୟ ଚଢ଼ାଉ ୭ଟି ସ୍ଥାନରେ ୧୦ ଗୋମାଫିଆଙ୍କ ଘରେ ରେଡ୍ ଘଟଣାସ୍ଥଳରେ ପୋଲିସର ଅଧିକ ତଦନ୍ତ ଜାରି। ଚଢାଉ ବେଳେ ଗୋ ମାଫିଆ ଘର ଛାଡ଼ି ମାରିଛିନ୍ତି ଚମ୍ପଟ ।

ପଶ୍ଚିମବଙ୍ଗକୁ ଚୋରା ଗୋ ଚାଲାଣ ଲିଙ୍କରେ ଚଢ଼ାଉ କରି ପୋଲିସ ଚଳାଇଛି ଛାନଭିନ୍ । ୪ଟି ସ୍ଥାନ ଚଢାଉ ମଧ୍ୟରୁ ଜଳେଶ୍ୱର ଝାଡେଶ୍ୱରପୁର ଶେଖ ସଫିରୁଦ୍ଧିନ ଘରେ ପୋଲିସର ୧୫ ଜଣିଆ ଟିମ୍ ଚଳାଇଛି ରେଡ଼ । ପୂର୍ବରୁ ସଫିରୁଦ୍ଧିନ ନାମରେ ରହିଥିଲା ଚୋରା ଗୋ ଚାଲାଣ ସମ୍ପର୍କିତ ମାମଲା । ସଫିରୁଦ୍ଧିନ ଲିଙ୍କରେ ଅନ୍ୟତ୍ର ଚାଲିଛି ବେଆଇନ୍ ଗୋ ଚୋରା ଚାଲାଣ । ଚଢ଼ାଉ ବେଳେ ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ପୋଲିସ ହାତରେ ଲାଗିଛି ବୋଲି ଜଳେଶ୍ୱର ଏସଡିପିଓଙ୍କ ସୂଚନା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା 🔴 ତିଦ୍ଦତରେ ପୁଣି ଭୂକମ୍ପ ଝଟକା 🔴 ସର୍ଭେ ହୋଇନଥିବା ତିନି ଗାଁରେ ନିର୍ବାଚନ କରିବ ଆନ୍ଧ୍ର! 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା 🔴 ତିଦ୍ଦତରେ ପୁଣି ଭୂକମ୍ପ ଝଟକା 🔴 ସର୍ଭେ ହୋଇନଥିବା ତିନି ଗାଁରେ ନିର୍ବାଚନ କରିବ ଆନ୍ଧ୍ର!