Masthead

ବକେୟା ପାଉଣା ଦାବିରେ ଧାରଣା

ଯାଜପୁର (ବଡ଼ ଖବର ବ୍ୟୁରୋ): ମେଗା ପାନୀୟ ଜଳ ପ୍ରକଳ୍ପ ନିମନ୍ତେ ଆରଡବ୍ଲ୍ୟୁଏସଏସ ଠାରୁ ଠିକାନେଇଥିବା ମେଗା ଇଂଜିନିୟରିଙ୍ଗ ଏଣ୍ଡ ଇନଫ୍ରାଷ୍ଟକଚର ପ୍ରାଇଭେଟ ଲିମିଟେଡ଼ ଠାରୁ ୱାର୍କୱାର୍ଡର ନେଇ ବିଂଝାରପୁର ଓ ଯାଜପୁର ବ୍ଲକର ବିଭିନ୍ନ ସ୍ଥାନରେ କାର୍ଯ୍ୟ କରିଥିବା ତ୍ରିଶକ୍ତି ଫାଉଣ୍ଡେସନର ମୁଖ୍ୟ ଛବିରାଣୀ ମହାକୁଡ଼ ଓ ଶର୍ମିଷ୍ଠା ଏଣ୍ଟରପ୍ରାଇଜରସର ମୁଖ୍ୟ ଶର୍ମିଷ୍ଠା ନାୟକ କାର୍ଯ୍ୟ କରିଥିଲେ । ପ୍ରାୟ ୫୦ଲକ୍ଷ୍ୟ ଟଙ୍କାର ଅଧିକ କାମ କରିଥିଲେ ମଧ୍ୟ ମେଗା ଇଂଜିନିୟରଙ୍ଗି ଅର୍ଥ ନ ଦେଇ ଏମାନଙ୍କୁ କାର୍ଯ୍ୟରୁ ବାହାର କରିଦେଇଥିଲେ ।

ଏହି ଘଟଣା ବିଷୟରେ ମେଗା ଇଂଜିନିୟରିଙ୍ଗ ବରିଷ୍ଠ ପଦାଧିକାରୀଙ୍କୁ ଜଣାଇବା ସହ ଜନପ୍ରତିନିଧି ସରକାରୀ ପ୍ରଶାସନ ଓ ବେସରକାରୀ ସ୍ତରରେ ଜଣାଇଥିଲେ ମଧ୍ୟ୍ୟ କୌଣସି ପ୍ରକାର କାର୍ଯ୍ୟ କରିଥିବା ଅର୍ଥ ପାଇନଥିଲେ । ଶେଷରେ ବକେୟା ଅର୍ଥ ଫେରି ପାଇବା ଦାବିରେ ଯାଜପୁର ଜ଼ିଲ୍ଲାପାଳଙ୍କ କାର୍ଯ୍ୟଳେୟ ପରିସରରେ ଦୁଇ ଠିକାଦାର ଅନଶନରେ ବସିରହିଛନ୍ତି । ଅନଶନ ସ୍ଥଳରେ ମେଗା ଓ ଆରଡବ୍ଲ୍ୟୁଏସଏସର ବିଭାଗୀୟ ଅଧିକାରୀ ମାନେ ପହଂଚି ଘଟଣାର ତଦନ୍ତ ଜାରି ରଖିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼ 🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼