Masthead

ଗୁଜରାଟରୁ ୧୭୩ କେଜିର ନିଷିଦ୍ଧ ନିଶାଦ୍ରବ୍ୟ ଜବତ

ଗୁଜରାଟ(ବଡ଼ ଖବର ବ୍ୟୁରୋ): ଗୁଜରାଟ ଉପକୂଳରୁ ୧୭୩ କେଜିର ନିଷିଦ୍ଧ ନିଶାଦ୍ରବ୍ୟ ଜବତ । ସୁରକ୍ଷାକର୍ମୀମାନେ ଡଙ୍ଗାକୁ ଯାଞ୍ଚ କରିବା ସହ, ତା’ ମଧ୍ୟରୁ ନିଶାଦ୍ରବ୍ୟକୁ ଜବତ କରିଛନ୍ତି । ନିଶାଦ୍ରବ୍ୟ ମିଳିବା ଘଟଣାରେ ୨ ଜଣଙ୍କୁ ଗିରଫ ମଧ୍ୟ କରାଯାଇଛି । ଭାରତୀୟ ପତାକା ଲାଗିଥିବା ମାଛ ଧରା ଡଙ୍ଗାରେ ହିଁ ଏପରି ନିଶାଦ୍ରବ୍ୟର ଚାଲାଣ ହେଉଥିଲା। ସେମାନେ ଏତେ ପରିମାଣର ନିଷିଦ୍ଧ ନିଶାଦ୍ରବ୍ୟ କେଉଁଠୁ ଆଣିଲେ ଓ ଏହାକୁ କାହା ପାଖକୁ ନେଉଥିଲେ, ତା’ର ତଦନ୍ତ ଆରମ୍ଭ ହୋଇଛି । ଏହାପୂର୍ବରୁ ଏପ୍ରିଲ ୨୮ରେ ତଟରକ୍ଷୀ ବାହିନୀ ଗୋଟିଏ ପାକିସ୍ତାନୀ ଡଙ୍ଗାକୁ ଜବତ କରିଥିଲେ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ