Masthead

ଢେଙ୍କାନାଳ ପଲ୍ଲିଶ୍ରୀ ମେଳା ପଡ଼ିଆରେ ସନ୍ଦିଗ୍ଧ ହେଲିକପ୍ଟର

ଢେଙ୍କାନାଳ (ବଡ଼ ଖବର ବ୍ୟୁରୋ): ଢେଙ୍କାନାଳରେ ସନ୍ଦିଗ୍ଧ ହେଲିକପ୍ଟରକୁ ନେଇ ଚର୍ଚ୍ଚା । ଆଜି ସକାଳୁ ସକାଳୁ ଏକ ଧଳା ରଙ୍ଗର ହେଳିକାପ୍ଟର ଢେଙ୍କାନାଳ ପଲ୍ଲିଶ୍ରୀ ମେଳା ପଡ଼ିଆରେ ଅବତରଣ କରିଛି। ତେବେ ଏହି ଚପର ଟି କେଉଁଠୁ ଆସିଚି, କାହିଁକି ଆସିଚି, କିଏ ଆସିଛନ୍ତି, ଏ ସଂକ୍ରାନ୍ତରେ ହେଲିକପ୍ଟରରେ ଥିବା ପାଇଲଟ ମୁହଁ ଖୋଲୁନାହାନ୍ତି । ଏ ସଂକ୍ରାନ୍ତରେ ନା ପୋଲିସ ପାଖରେ ଖବର ଅଛି ନା ଜିଲ୍ଲାପ୍ରଶାସନ ପାଖରେ ଅବଗତ ଅଛି ।

ତେବେ ଯାହା ଅନୁମାନ କରାଯାଉଛି ଯେହେତୁ ଆଗକୁ ନିର୍ବାଚନ ଅଛି କେନ୍ଦ୍ରରୁ କେହି ଭିଆଇପି ଷ୍ଟାର ପ୍ରଚାରକ ଆସିବାର କାର୍ଯ୍ୟକ୍ରମ ପାଇଁ ଏୟାର ଟ୍ରାଫିକ ସୁରକ୍ଷା ସହିତ ରାସ୍ତା ଘାଟର ସୁରକ୍ଷା ଯାଞ୍ଚ ପାଇଁ ଆସିଥାଇପରାନ୍ତି । ମାତ୍ର ସ୍ଥାନୀୟ ଅଧିବାସୀମାନେ ହେଲିକପ୍ଟର ଅବତରଣକୁ ନେଇ ଛାନିଆ ହୋଇପଡ଼ିଛନ୍ତି । ତେବେ ଘଟଣା ସ୍ଥଳରେ ପୋଲିସ, ଅଗ୍ନିଶମ ବାହିନୀ ଓ ନିର୍ବାଚନ ଫ୍ଲାଇଙ୍ଗ ଟିମ ପହଞ୍ଚି ଘଟଣାର ତଦନ୍ତ କରୁଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ