Masthead

ଦୁବାଇରେ ବର୍ଷାର ତାଣ୍ଡବ

ଦୁବାଇ (ବଡ଼ ଖବର ବ୍ୟୁରୋ): ଦୁବାଇରେ ପୁଣି ତାଣ୍ଡବ ରଚିଲା ବର୍ଷା । ଗତ କିଛି ଦିନ ତଳେ ଦୁବାଇରେ ଭୟଙ୍କର ବର୍ଷା ହେବା ଫଳରେ ଅନେକ ଧନଜୀବନ ନଷ୍ଟ ହୋଇଯାଇଥିଲା । ରାସ୍ତାଘାଟ ସବୁ ବୁଡିଯାଇଥିଲା । ଅନେକ କାର୍, ଭାସୁଥିବାର ନଜର ଆସିଥିଲା । ଘରେ ପାଣି ପଶି ଅନେକ ଧନସମ୍ପତି ନଷ୍ଟ ହୋଇଥିଲା ।

ଏହି ଘଟଣାକୁ ଦିନ କେଇଟା ବିତିନଥିବା ବେଳେ ପୁଣି ଦୁବାଇରେ ବର୍ଷା ତାଣ୍ଡବ ରଚିଛି । ଆବୁଧାବୀ ଏବଂ ଦୁବାଇରେ ପ୍ରବଳ ବର୍ଷା କାରଣରୁ ବିମାନ ସେବାକୁ ରଦ୍ଦ କରାଯାଇଛି । ବସ ସେବା ମଧ୍ୟ ବନ୍ଦ ରହିଛି । ଦୁବାଇରୁ ବାଲି ଯାଉଥିବା ୫ଟି ବିମାନ ଉଡାଣକୁ ବାତିଲ କରାଯାଇଛି । ଆଗାମୀ ୩ତାରିଖ ଯାଏଁ ବର୍ଷା ଲାଗି ରହିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି । ପ୍ରବଳ ବର୍ଷା ଯୋଗୁ ଆବୁଧାବୀର ବିଭିନ୍ନ ଅଞ୍ଚଳ ଜଳମଗ୍ନ ହୋଇଯାଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ