Masthead

ବାଛୁରୀ କ୍ଷୀର ଦେଉଛି: ବିଶ୍ୱାସ ହେଉନି, ପଢନ୍ତୁ ପୂରା ଖବର

ସାଲେପୁର, (ବଡ଼ ଖବର ବ୍ୟୁରୋ): ଛୁଆ ନାହିଁ । ଛୁଆ ଜନ୍ମଦେବାର ବୟସ ମଧ୍ୟ ହୋଇନି କିନ୍ତୁ ଦେଢ଼ବର୍ଷର ବାଛୁରୀ ଦେଉଛି କ୍ଷୀର । ବିଶ୍ୱାସ ନହେଲେ ମଧ୍ୟ କଥାଟି ସତ । କଟକ ଜିଲ୍ଲା ସାଲେପୁର ବ୍ଲକ ବାହାବଳପୁର ଗାଁରେ ଦେଖିବାକୁ ମିଳିଛି ଏଭଳି ଦୃଶ୍ୟ ।

ବାହାବଳପୁର ଗାଁର ଜୟୀରାମ ବେହେରାଙ୍କ ଜର୍ସି ବାଛୁରୀ କ୍ଷୀର ଦେଉଛି । ବାଛୁରୀଟି ଦିନକୁ ୨ ଲିଟରରୁ ଅଧିକ କ୍ଷୀର ଦେଉଛି । ଜୟୀରାମଙ୍କ ପରିବାର ଏହି କ୍ଷୀରକୁ ବ୍ୟବହାର କରିବା ସହ ବିକ୍ରି ମଧ୍ୟ କରୁଛନ୍ତି । ଘଟଣାକୁ ନେଇ ସ୍ଥାନୀୟ ପଶୁସମ୍ପଦ ଅଧିକାରୀ କହିଛନ୍ତି ଯେ, ଦେଶୀ ବ୍ରିଡ଼ କ୍ଷେତ୍ରରେ ଏମିତି ସମ୍ଭବ ହୋଇଥାଏ । । ହାଇବ୍ରିଡ଼ ଗାଈର ବାଛୁରୀ ଗ୍ରୋଥ ହେବା ଦ୍ୱାରା ବିନା ଗର୍ଭରେ କ୍ଷୀର ଦେଇଥାନ୍ତି। ଗୋଟିଏ ଗୋଟିଏ ଜର୍ସି ହାଇବ୍ରିଡ଼ ଗାଈ ଥରେ ଛୁଆ ଦେଲେ ୩ ରୁ୪ବର୍ଷ ମଧ୍ୟ କ୍ଷୀର ଦେଇଥାନ୍ତି । ସେ ଯାହା ବି ହେଉ ବାଛୁରୀ କ୍ଷୀର ଦେବା କଥା ଏବେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା