Masthead

ଇଭିଏମ ଅଚଳ, ଭୋଟର ଅସନ୍ତୁଷ୍ଟ

ବାଙ୍କୀ (ବଡ଼ ଖବର ବ୍ୟୁରୋ): ରାଜ୍ୟ ଚାଲିଛି ତୃତୀୟ ପର୍ଯ୍ୟାୟ ମତଦାନ । ଶାନ୍ତି ଶୃଙ୍ଖଳାରେ ମତଦାନ କରୁଛନ୍ତି ଭୋଟର । ଏହାରି ଭିତରେ ଦେଖାଦେଇଛି ଅବ୍ୟବସ୍ଥା । ବାଙ୍କୀ ବ୍ରାହ୍ମଣୀଗାଁର ୨୧୮ ନଂ ବୁଥ୍‌ରେ ଇଭିଏମ ଅଚଳ । ପ୍ରାୟ ଦେଢ଼ ଘଣ୍ଟା ହେଲା ଇଭିଏମ ଅଚଳ ଯୋଗୁଁ ଭୋଟର ନିରାଶ । ବୁଥ୍‌ରେ ପହଞ୍ଚିଲେ ବିଡିଓ, ଧାଡ଼ିରେ ଅପେକ୍ଷା କରିଛନ୍ତି । ସେପଟେ ପୁରୀ କୃଷ୍ଣପ୍ରସାଦ ବ୍ଲକ୍‌ ରସଦି ଗାଁରେ ଅଧାରୁ ଇଭିଏମ ଅଚଳ ହୋଇଯାଇଛି । ଭୋଟ ଦେଇ ନ ପାରି ଧାଡ଼ିରେ ଅପେକ୍ଷା କରିଛନ୍ତି ଭୋଟର । ପ୍ରାୟ ୪୦ ମିନିଟ୍‌ ହେଲା ଇଭିଏମ ଅଚଳ ହେବାରୁ ଭୋଟର ଅସନ୍ତୁଷ୍ଟ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ