Masthead

ଅସ୍ତରଙ୍ଗ ବିଜେଡିରେ ଫାଟ !

ଅସ୍ତରଙ୍ଗ(ବଡ଼ ଖବର ବ୍ୟୁରୋ): ଅସ୍ତରଙ୍ଗରେ ବିଜୁ ଜନତା ଦଳ ଦୁଇ ଫାଳ । ଜନସାଧାରଣ ଜାଣି ପାରୁନାହାନ୍ତି କିଏ ବିଜୁ ଜନତା ଦଳ କର୍ମୀ । ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକରେ ବିଜେଡିର ଗୋଷ୍ଠୀ କନ୍ଦଳ ଦୀର୍ଘ ଦିନଧରି ଚାଲିଛି । ଗୋଟିଏ ପଟେ ବିଜେଡି ଟିକେଟ ଲଢ଼ିଥିବା ମନ୍ତ୍ରୀ ତୁଷାର କାନ୍ତି ବେହେରା ଅନ୍ୟ ପଟେ ସେହି ବିଜେଡି ଟିକେଟରେ ଶଙ୍ଖ ଚିହ୍ନରେ ଲଢ଼ିଥିବା ଦୁଇ ନମ୍ବର ଜୋନର ଜିଲ୍ଲା ପରିଷଦ ଗଦାଧର ବିଶ୍ୱାଳ, ଯାହାକି ଅସ୍ତରଙ୍ଗରେ ବିଜେଡିର ଗୋଷ୍ଠୀରେ ଚାଲିଛି ବାଦବିବାଦ ।

ଆଗକୁ ଆସୁଛି ୨୦୨୨ମସିହା ପଂଚାୟତ ଇଲେକ୍ସନ । ଏହି ଗୋଷ୍ଠୀ କନ୍ଦଳର ଫାଇଦା ଉଠାଇବାକୁ ବିରୋଧୀ କଂଗ୍ରେସ ଓ ବିଜେପି ପ୍ରସ୍ତୁତି କଲେଣି ରଣନୀତି । ବିଜେଡିର ତୁଙ୍ଗ ନେତାମାନଙ୍କୁ ନେଇ ଅସ୍ତରଙ୍ଗ ସବୁଜ ଶାଖା ନିକଟରେ ହୋଇଛି ଏକ ବଡ଼ ଧରଣ ବୈଠକ । ସେଥିପାଇଁ ୧୫ ଟି ପଂଚାୟତର ବହୁ ବିଜେଡି କର୍ମୀ ଅସ୍ତରଙ୍ଗ ସବୁଜ ଶାଖା ନିକଟରେ  ଏକ ମାନସ ମନ୍ଥନ ବୈଠକ ଅନୁଷ୍ଠିତ କରିଥିଲେ। ଏହି ଗୋଷ୍ଠୀ କନ୍ଦଳର ଫାଇଦା ନେବା ପାଇଁ କଂଗ୍ରେସ ତୃଣ ମୂଳରୁ ସୁଦୃଢ କରିବାପାଇଁ ପଂଚାୟତ ସ୍ତରରେ ପ୍ରସ୍ତୁତି ଆରମ୍ଭ ହେଲାଣି । ଅନ୍ୟ ପଟେ କିଛି ବିଜେଡି କର୍ମୀ ପୀର ଜାହାନିଆ ପୀଠରେ ବିଜେପିରେ ମିଶିଥିଲେ । ଆଗକୁ ଦେଖିବାକୁ ରହିଲା ବିଜେଡି କର୍ମୀମାନଙ୍କୁ ନେଇ ଦଳ ସଜାଡୁଛି ,ନା ବିରୋଧୀ ଦଳ ଏହାର ଫାଇଦା ହାସଲ କରୁଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା