Masthead

ଏଗଜିଟ ପୋଲ୍‌ ମାଧ୍ୟମରେ ଜନମତକୁ ଧୋକା ଦିଆଯାଉଛି: ଅଖିଳେଶ ଯାଦବ

ନୂଅଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ସରିଛି ନିର୍ବାଚନ । ଆସିଛି ଏଗଜିଟ ପୋଲ । ଆକଳନରେ ଏନଡିଏ ଆଗୁଆ ରହିଛି ବୋଲି ପୂର୍ବାନୁମାନ କରାଯାଇଛି ଯେଉଁଠାରେ ବିରୋଧୀ ଇଣ୍ଡିଆ ମେଣ୍ଟ ବହୁ ପଛରେ ଥିବା ଜଣାପଡ଼ିଛି। ଏହାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ଅଖିଳେଶ ଯାଦବ । ସେ କହିଛନ୍ତି ‘ଏଗଜିଟ୍‌ ପୋଲର କ୍ରମାନୁସାରେ ବୁଝନ୍ତୁ । ବିରୋଧୀ ଘୋଷଣା କରିସାରିଛନ୍ତି ଯେ ବତଜେପି ଗଣମାଧ୍ୟମ ବିଜେପିକୁ ୩୦୦ରୁ ଅଧିକ ଦେଖାଇବ।

ବିଜେପିର ଏଗଜିଟ୍‌ ପୋଲ୍‌ ଅନେକ ମାସ ପୂର୍ବରୁ ପ୍ରସ୍ତୁତ ହୋଇଥିଲା । ଏବେ ଚ୍ୟାନେଲଗୁଡ଼ିକରେ ଦେଖଉଛି। ଏହି ଏଗଜିଟ ପୋଲ୍‌ ମାଧ୍ୟମରେ ଜନମତକୁ ଧୋକା ଦିଆଯାଉଛି। ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ତାଙ୍କ ପୋଷ୍ଟରେ ଲେଖିଛନ୍ତି, ‘ଏହି ଏକ୍‌ଜିଟ୍‌ ପୋଲ ଆଧାରରେ ସୋମବାର ସେୟାର ମାର୍କେଟ ଖୋଲିବାର ସୁଯୋଗ ନେବାକୁ ବିଜେପି ଚାହୁଁଛି। ଯଦି ଏହି ଏଗଜିଟ୍‌ ପୋଲ୍‌ ମିଥ୍ୟା ନୁହେଁ ଏବଂ ବିଜେପି ପ୍ରକୃତରେ ହାରି ନ ଥାନ୍ତା, ତେବେ ବିଜେପି ଲୋକମାନେ ନିଜ ଲୋକଙ୍କୁ ଦାୟୀ କରି ନ ଥାନ୍ତେ। ବିଜେପିର ଶୁଖିଲା ଚେହେରା ପୂରା ସତ କହୁଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି