Masthead

କାଲି ନେଇଥିଲେ ଶପଥ, ଆଜି ଛାଡିବାକୁ ଚାହୁଁଛନ୍ତି ମନ୍ତ୍ରୀପଦ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): କେରଳରୁ ପ୍ରଥମ ବିଜେପି ସାଂସଦ ସୁରେଶ ଗୋପୀ , ରବିବାର ମୋଦୀଙ୍କ ଶପଥ ପାଠ ଉତ୍ସବରେ ମନ୍ତ୍ରୀ ପଦର ଶପଥ ଗ୍ରହଣ କଲେ । ଏବେ ମନ୍ତ୍ରୀ ପଦ ଛାଡିବାକୁ କହୁଛନ୍ତି । ଶପଥ ଗ୍ରହଣ ସମାରୋହ ପରେ ଦିଲ୍ଲୀରେ ଗଣମାଧ୍ୟମ ସହ କଥାବାର୍ତ୍ତା କରି ସେ କହିଛନ୍ତି ଯେ ”ସେ ମନ୍ତ୍ରୀ ପଦ ମାଗି ନଥିଲେ ଏବଂ ଖୁବ୍ ଶୀଘ୍ର ତାଙ୍କୁ ପଦବୀରୁ ମୁକ୍ତ କରାଯିବ ବୋଲି ଆଶା ରହିଛି।”

ପ୍ରକୃତରେ ତାଙ୍କ ମନ୍ତ୍ରୀ ପଦ ଛାଡିବାର କାରଣ ବିଷୟରେ ସେ କହିଛନ୍ତି ଯେ ମୁଁ ଅନେକ ଚଳଚ୍ଚିତ୍ର ପାଇଁ ଚୁକ୍ତି କରିଛି ଏବଂ ତାଙ୍କୁ ତାହା କରିବାକୁ ହେବ। ସୁରେଶ ଗୋପୀ କହିଛନ୍ତି ଯେ ମୁଁ ଥ୍ରୀସୁର ସାଂସଦ ଭାବରେ କାର୍ଯ୍ୟ କରିବି। ଥ୍ରୀସୁର ସଂସଦୀୟ ନିର୍ବାଚନମଣ୍ଡଳୀରୁ ସୁରେଶ ଗୋପୀ ଜିତି କେରଳର ପ୍ରଥମ ଭାଜପା ଏମ୍‌ପି ଭାବରେ ଇତିହାସରେ ତାଙ୍କ ନାମ ଲେଖିଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଖସିଲା ତେଲ ବଢିଲା ସୁନା ଦର 🔴 ଆମେରିକା-ଇରାନ୍ ଚୁକ୍ତିର ୧୪ ବଡ଼ ସର୍ତ୍ତ 🔴 ୭ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ନେଇ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଖସିଲା ତେଲ ବଢିଲା ସୁନା ଦର 🔴 ଆମେରିକା-ଇରାନ୍ ଚୁକ୍ତିର ୧୪ ବଡ଼ ସର୍ତ୍ତ 🔴 ୭ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ନେଇ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ