ଲୋକଙ୍କ ସମସ୍ୟା ବୁଝିଲେ ବିଧାୟକ ଡ.ଫକୀର ମୋହନ ନାଏକ

ତେଲକୋଇ (ବଡ଼ ଖବର ବ୍ୟୁରୋ):ତେଲକୋଇ ନିର୍ବାଚନ ମଣ୍ଡଳୀରେ ଡ.ଫକୀର ମୋହନ ନାଏକ ୨ ବର୍ଷ ପୂର୍ବରୁ ତେଲକୋଇ ନିର୍ବାଚନ ମଣ୍ଡଳୀର ପ୍ରତେକ ଗାଁକୁ ଯାଇ ସଂଗଠନକୁ ମଜଭୁତ କରିଥିଲେ । ଏବଂ ଲୋକ ମାନଙ୍କୁ ପ୍ରତିଶୃତି ଦେଇଥିଲେ ମୁଁ ଏବେ ବି ଆପଣଙ୍କ ସାଥିରେ ଅଛି ବିଜୟୀ ହେବା ପରେ ମଧ୍ୟ ଆପଣଙ୍କ ପାଖକୁ ଆସିବି ଆଉ ଆପଣଙ୍କ ପାଖରେ ଛିଡାହେବି ବୋଲି ଜନସାଧାରଣକୁ ପ୍ରତିଶୃତି ଦେଇଥିଲେ । ତାଙ୍କ କଥା ଅନୁଯାଇ ନିର୍ବାଚିତ ହେଲା ପରେ ତେଲକୋଇ ନିର୍ବାଚନ ମଣ୍ଡଳୀର ବାଂଶପାଳ ବ୍ଲକର ବିଭିନ୍ନ ବଞ୍ଚାୟତକୁ ଯାଇ ସେଠାରେ ବୈଠକ କରି ଲୋକମାନଙ୍କ ମୌଳିକ ସମସ୍ୟା ବୁଝିବା ସହ ସାଙ୍ଗେ ସାଙ୍ଗେ କିପରି ସମସ୍ୟା ସମାଧାନ ହେଇ ପାରିବ ସେ ନେଇ ଜନସାଧାରଣଙ୍କୁ ଉଦ୍ଭଧନ ଦେଇଥିଲେ । ଏହା ସହ ସେ କହିଥିଲେ ଯେ ହେତୁ ମୁଁ ରାଜନୀତି କରିବା ପାଇଁ ଆସିନି ମୁଁ ଲୋକଙ୍କ ସେବା କରିବା ପାଇଁ ଆସିଛି । ଯେ ହେତୁ ମୁଁ ଡାକ୍ତର ଥିଲି ମୋ ଠାରୁ ଦୁଇଟି ସେବା ପାଇ ପାରିବେ ଗୋଟେଏ ରାଜନୈତିକ ସେବା ଅନ୍ୟପକ୍ଷେ ଡାକ୍ତରୀ ସେବା । ବିଗତ ୨୪ ବର୍ଷ ଭିତରେ ବିଧାୟଙ୍କୁ କେହିବି ଦେଖିନଥିଲେ ଏବେ ବିଧାୟକୁ ପାଖରେ ଦେଖି ଜନସାଧାରଙ୍କ ମନରେ ଖୁସିର ଲହରୀ ଖେଳି ଯାଇଛି । ଏବଂ 5T ବିଦ୍ୟାଳୟ ଗୁଡିକୁ ଯାଇ କିପରି କାମ ହୋଇଛି ତାହାକୁ ପରିଦର୍ଶନ କରିବା ସହ ସ୍କୁଲର ଅନ୍ୟ ସମସ୍ୟା ବିଷୟରେ ବୁଝିଥିଲେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ