ଦୁର୍ବଳ ହେଲା ଲଘୁଚାପ କ୍ଷେତ୍ର

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଦୁର୍ବଳ ହେଲା ଲଘୁଚାପ କ୍ଷେତ୍ର । ଆଜିଠୁ ସପ୍ତାହେ ପର୍ଯ୍ୟନ୍ତ କମିବ ବର୍ଷାର ପରିମାଣ । ଆସନ୍ତା ଦୁଇ ଦିନ ରାଜ୍ୟରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହୋଇପାରେ । ୩ ତାରିଖରୁ ମୌସୁମୀ ସକ୍ରିୟ ରହିବା ସହ ପ୍ରବଳ ବର୍ଷା ହେବ । ପାଣିପାଗ ବିଶେଷଜ୍ଞ ଏଭଳି ପୂର୍ବାନୁମାନ କରିଛନ୍ତି । ରବିବାର ନବରଙ୍ଗପୁରରେ ସର୍ବାଧିକ ୪୭ମିମି ବର୍ଷା ହୋଇଛି।

ବାରିପଦାରେ ୨୭, ଖୋର୍ଦ୍ଧାରେ ୨୫ମିମି, ପାରଳାଖେମୁଣ୍ଡିରେ ୧୯.୪, ମାଲକାନଗିରିରେ ୨୧ମିମି, ସୋନପୁରରେ ୧୦, କଟକରେ ୮ମିମି ବର୍ଷା ହୋଇଛି । ଗତ ୨୪ ଘଣ୍ଟାରେ ବାଙ୍କୀରେ ୧୧୭ମିମି, ବାଲେଶ୍ୱର ଭୋଗରାଇରେ ୧୦୫, ନୟାଗଡ଼ ରଣପୁରରେ ୧୦୨, ବାଲେଶ୍ୱର ବାହାନଗାରେ ୧୦୦, ପୁରୀ ସତ୍ୟବାଦୀରେ ୮୬, ମୟୂରଭଞ୍ଜ ଚନ୍ଦୁଆରେ ୮୫, ଖୋର୍ଦ୍ଧା ଟାଙ୍ଗୀରେ ୭୮, ପୁରୀରେ ୭୩.୮, ବେଗୁନିଆରେ ୬୪ ମିମି ବର୍ଷା ହୋଇଛି । ଉତର ଆଭ୍ୟନ୍ତରୀଣ ଜିଲ୍ଳା ମୟୁରଭଞ୍ଜରେ ସ୍ୱାଭାବିକ ଠାରୁ ୬୭% କମ୍ ବର୍ଷା ହୋଇଥିବା ବେଳେ ୧୬ ଜିଲ୍ଲାରେ ନିଅଣ୍ଟିଆ ବର୍ଷା ରେକର୍ଡ ହୋଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’