Masthead

ପଲିଥିନରେ ବନ୍ଧା ହୋଇ ରହିଲେ ଗାନ୍ଧିଜୀ

ବିଂଝାରପୁର, (ବଡ଼ ଖବର ବ୍ୟୁରୋ):
ଜାତିର ପିତାଙ୍କ ଅପମାନ ର ଦୃଶ୍ୟ ବିଂଝାରପୁର ବ୍ଲକ ରେ ଦେଖିବାକୁ ମିଳିଛି ଅକ୍ଟୋବର ୨ ରେ ଦେଶସାରା ମହାତ୍ମା ଗାନ୍ଧୀ ଙ୍କୁ ପୂଜା କରାଗଲା ବେଳେ  ଗାନ୍ଧୀମୂର୍ତ୍ତି କୁ ପଲିଥିନ ରେ ବନ୍ଧା ହୋଇ ରହିଛି । ନା ଶାସକ ଦଳ ର ନେତାଙ୍କୁ ଦେଖା ଯାଉଛି ନା ପ୍ରଶାସନ ଅଧିକାରୀଙ୍କୁ କାହାର ଏହାପ୍ରତି ଟିକେ ବି ନଜର  ନାହିଁ । ଗାନ୍ଧୀଜୟନ୍ତୀ ରେ ଗାନ୍ଧୀଜୀ  ବନ୍ଧାହୋଇ ରହିଲେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ