Masthead

ସଂସଦର ଗରିମା ଅକ୍ଷୁର୍ଣ୍ଣ ରଖନ୍ତୁ: ମୋଦି

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ); ସଂସଦ ଅଧିବେଶନ ଆରମ୍ଭ ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ଅପିଲ୍‌ । କହିଛନ୍ତି ଗତ ଜାନୁଆରୀରୁ ଯିଏ ଯାହା ପ୍ରତିଶ୍ରୁତି ଦେବା କଥା ଦେଇ ସାରିଛନ୍ତି । ଦେଶବାସୀ ମଧ୍ୟ ସେମାନଙ୍କର ରାୟ ଦେଇ ସାରିଛନ୍ତି । ନିଜ ଦଳ ପାଇଁ ଆପଣମାନେ ଯେତେ ଲଢ଼ିବା କଥା ଲଢ଼ିଲେ ।

ଆଗାମୀ ଚାରି, ସାଢ଼େ ଚାରି ବର୍ଷ ଦେଶ ପାଇଁ ଲଢ଼େଇ କରନ୍ତୁ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ । ଦଳର ଊର୍ଦ୍ଧ୍ବକୁ ଉଠି ସଂସଦର ଗରିମା ଅକ୍ଷୁର୍ଣ୍ଣ ରଖନ୍ତୁ । ୨୦୨୯ ଜାନୁଆରୀ ପର୍ଯ୍ୟନ୍ତ ସଂସଦୀୟ କ୍ଷେତ୍ର ପାଇଁ କାମ କରନ୍ତୁ । ସଂସଦ ଦଳ ପାଇଁ ନୁହେଁ, ଦେଶ ପାଇଁ ବୋଲି କହିଲେ ମୋଦି । ବିରୋଧୀ ବିଚାର ଖରାପ ନୁହେଁ, ନକରାତ୍ମକ ଚିନ୍ତା ଖରାପ ବୋଲି କହିଛନ୍ତି ମୋଦି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଓମ୍ଫେଡ୍ ବଜାରକୁ ଆଣିବ ଆଇସକ୍ରିମ୍ ଓ ପାଣି 🔴 ଓଭରଡୋଜ୍ ଆନାସ୍ତେସିଆ ଡାକ୍ତରଙ୍କ ନେଲା ଜୀବନ! 🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ଓମ୍ଫେଡ୍ ବଜାରକୁ ଆଣିବ ଆଇସକ୍ରିମ୍ ଓ ପାଣି 🔴 ଓଭରଡୋଜ୍ ଆନାସ୍ତେସିଆ ଡାକ୍ତରଙ୍କ ନେଲା ଜୀବନ! 🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା