Before Header

ତେଲ ଟ୍ୟାଙ୍କରରେ ଲାଗିଲା ନିଆଁ

0 945

ପାରାଦୀପ (ବଡ଼ ଖବର ବ୍ୟୁରୋ): ବିପିସିଏଲ ତୈଳ ଟର୍ମିନାଲରେ ଅଘଟଣ। ଗେଟ ନିକଟରେ ଥିବା ତେଲ ଟ୍ୟାଙ୍କରରେ ଲାଗିଲା ନିଆଁ। ନିଆଁକୁ ଆୟତ୍ତ କଲେ ବନ୍ଦର ଅଗ୍ନିଶମ ବିଭାଗ ଓ କୁଜଙ୍ଗ ଅଗ୍ନିଶମ ବିଭାଗ । ତିନୋଟି ତେଲ ଟ୍ୟାଙ୍କର କ୍ଷତିଗ୍ରସ୍ତ ହୋଇଥିବା ସୂଚନା । ଗାଡିରେ ଥିବା ବେଟ୍ରିରୁ ସର୍ଟସର୍କିଟ ହୋଇ ନିଆଁ ଲାଗିଥିବା ସନ୍ଦେହ କରାଯାଉଛି ।

Leave A Reply

Your email address will not be published.