Masthead

ଆଜି ଭାରତ-ଶ୍ରୀଲଙ୍କା ପ୍ରଥମ ଟି-୨୦ ମୁକାବିଲା

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଆଜି ଭାରତ-ଶ୍ରୀଲଙ୍କା ପ୍ରଥମ ଟି-20 ମୁକାବିଲା। ଶ୍ରୀଲଙ୍କା ପଲ୍ଲେକେଲରେ ମୁହାଁମୁହିଁ ହେବେ ଉଭୟ ଟିମ୍ । ୩ଟି ଟି-20 ସହ ୱାନ୍‌ ଡେ ମ୍ୟାଚ ଖେଳିବ ଭାରତ। ଭାରତୀୟ ସମୟ ରାତି ୭ଟାରେ ମ୍ୟାଚ୍ ଆରମ୍ଭ ହେବ । ଟି-ଟ୍ୱେଣ୍ଟି ବିଶ୍ୱକପ୍ ବିଜୟ ସହ ଭାରତୀୟ ଟି-ଟ୍ୱେଣ୍ଟି କ୍ରିକେଟ୍ର ଏକ ଅଧ୍ୟାୟ ଶେଷ ହୋଇଛି। ଆଜିଠୁ ନୂତନ ଅଧ୍ୟାୟର ଆରମ୍ଭ ହେବ । ନୂଆ କୋଚ୍ ଗୌତମ ଗମ୍ଭୀର ଓ ନୂଆ ଅଧିନାୟକ ସୂର୍ଯ୍ୟକୁମାର ଯାଦବ ଟି-ଟ୍ୱେଣ୍ଟି କ୍ରିକେଟ୍କୁ ସଫଳତାର ଶିଖରରେ ପହଞ୍ଚାଇବାକୁ ଉଦ୍ୟମ କରିବେ । ସୂର୍ୟ୍ୟକୁମାର ପୂର୍ବରୁ କାମଚଳା ଅଧିନାୟକ ଭାବେ ୭ଟି ମ୍ୟାଚ୍ର ନେତୃତ୍ୱ ନେଇସାରିଛନ୍ତି ।

ଏଥର ସେ ସ୍ଥାୟୀ ଅଧିନାୟକ ଭାବେ କାର୍ଯ୍ୟ ଆରମ୍ଭ କରିବେ । ଶ୍ରୀଲଙ୍କା ମଧ୍ୟ ଏକ ଅନଭିଜ୍ଞ ଦଳ ସହ ଗ୍ରାଉଣ୍ଡକୁ ଓହ୍ଲାଇବ । କିଛି ପ୍ରମୁଖ ଖେଳାଳି ଆହତ ଅଛନ୍ତି ଓ ଆଉ କିଛି ବାଦ ପଡ଼ିଛନ୍ତି । ଆଞ୍ଜେଲୋ ମାଥ୍ୟୁସ୍ଙ୍କୁ ବାଦ ଦିଆଯାଇଛି । ୱାନିଣ୍ଡୁ ହସରଙ୍ଗାଙ୍କ ସ୍ଥାନରେ ଚରିଥ ଆଶାଲଙ୍କାଙ୍କୁ ନୂଆ ଅଧିନାୟକ ନିଯୁକ୍ତ କରାଯାଇଛି । ସେହିପରି ସନଥ ଜୟସୂରିୟା ନୂଆ ଅସ୍ଥାୟୀ କୋଚ୍ ଭାବେ କାର୍ଯ୍ୟ ଆରମ୍ଭ କରବାକୁ ଯାଉଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା