Masthead

ପଢାଇବା ବଦଳରେ ନିଶାରେ ଶୋଇଲେ ପ୍ରଧାନଶିକ୍ଷକ

ଭୁବନ (ବଡ଼ ଖବର ବ୍ୟୁରୋ): ପାଠ ପଢାଇବା ବଦଳରେ ନିଶାରେ ଶୋଇପଡିଲେ ପ୍ରଧାନଶିକ୍ଷକ । ପିଲା ଯେତେ ଡାକିଲେ ବି ଉଠୁ ନାହାନ୍ତି ଶିକ୍ଷକ । ଭୁବନ ବ୍ଲକ ନୂଆ ଟିପିଲେଇ ସରକାରୀ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ନିଶାଶକ୍ତ ଅବସ୍ଥାରେ ଶୋଇଥିବା ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହବାରେ ଲାଗିଛି । ବିଦ୍ୟାଳୟରେ ପାଠ ପଢେଇବା ବଦଳରେ ନିଶାଶକ୍ତ ଅବସ୍ଥାରେ ଶୋଇପଡିଲେ ପ୍ରଧାନ ଶିକ୍ଷକ ରବୀନ୍ଦ୍ର କୁମାର ମୁର୍ମୁ ।

ବିଦ୍ୟାଳୟ ଛାତ୍ର ଛାତ୍ରୀ ମାନେ ପାଠ ପଢେଇବାକୁ ଯେତେ ଉଠାଇବାକୁ ଚେଷ୍ଟା କରିଥିଲେ ମଧ୍ୟ୍ୟ ଉଠି ନଥିଲେ ପ୍ରଧାନ ଶିକ୍ଷକ । ଏ ନେଇ ଅଭିଭାବକ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି । ଯଦି ଏଭଳି ଶିକ୍ଷକ ବିଦ୍ୟାଳୟରେ ରହିବେ ତେବେ ପିଲା ମାନଙ୍କ ଭବିଷ୍ୟତ କଣ ହେବ । ପୂର୍ବରୁ ମଧ୍ୟ୍ୟ ବରୁଆଁ ପଞ୍ଚାୟତର ମଠଖୋକସା ବିଦ୍ୟାଳୟରେ ନିଶାଶକ୍ତ ଅବସ୍ଥାରେ ଧରାପଡ଼ି ନିଲମ୍ବିତ ହେଇଥିଲେ ପ୍ରଧାନ ଶିକ୍ଷକ ରବୀନ୍ଦ୍ର କୁମାର ମୁର୍ମୁ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ