Before Header

କଲେଜ ପଛପଟ ନାଳରେ ଭାସୁଛି ମୃତଦେହ

0 29

ବିଞ୍ଝାରପୁର(ବଡ଼ ଖବର ବ୍ୟୁରୋ):  ସିଂହପୁର କଲେଜ ପଛନାଳରେ ପଡିଛି ଏକ ମୃତ ଦେହ ।ମୃତ ଯୁବକ ଜଣକ ହେଲେ ଓଳେଇ ଗ୍ରାମର ପ୍ରିୟରଞ୍ଜନ ଧଳ ।ପ୍ରିୟରଞ୍ଜନଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରୁଛନ୍ତି ପରିବାର ଲୋକେ । ତେବେ ଏହାକୁ ଆତ୍ମହତ୍ୟାର ରୂପ ଦେବାକୁ ଚେଷ୍ଟା କରାଯାଉଛି ।

Leave A Reply

Your email address will not be published.