Masthead

ଲକ୍ଷ ଲକ୍ଷ ଟଙ୍କାର କଳା ହୀରା ଜବଦ କଲା ସିମୁଳିଆ ପୋଲିସ

ସୋର (ବଡ଼ ଖବର ବ୍ୟୁରୋ): ଲକ୍ଷ ଲକ୍ଷ ଟଙ୍କାର କଳା ହୀରା ଜବଦ କଲା ସିମୁଳିଆ ପୋଲିସ । ବାଲେଶ୍ଵର ସିମୁଳିଆ ଥାନା ବମତିଆ ସଂସ୍କୃତ ବିଦ୍ୟାଳୟ ସମ୍ମୁଖରେ ୨୦ଲକ୍ଷରୁ ଅଧିକ ବେଆଇନ କୋଇଲା ଗଛିତ ଥିବା ନେଇ ସିମୁଳିଆ ପୋଲିସ ବିଶେଷ ସୂତ୍ରରୁ ଖବର ପାଇଥିଲା । ଅଚାନକ ସଦର ଏସଡିପିଓ ଶଶାଙ୍କ ଶେଖର ବେଉରା ୟଙ୍କ ନିର୍ଦ୍ଦଶେରେ ସିମୁଳିଆ ପୋଲିସ ଚଢ଼ାଉ କରିଛି ।

ସୂଚନା ଅନୁଯାୟୀ ସିମୁଳିଆ ପୋଲିସ ବିଶେଷ ସୂତ୍ରରୁ ଖବର ପାଇ ଆଜି ବମତିଆ ସଂସ୍କୃତ ବିଦ୍ୟାଳୟ ନିକଟରେ ଚଢ଼ାଉ କରିଥିଲେ। ଏଥିରେ ବାରିପଦା ଷ୍ଟିଲ ଏବଂ ମାଇନିଙ୍ଗ ଅଧିକାରୀ ୟମାନେ ପହଞ୍ଚିଥିଲେ । ୩ହଜାରରୁ ଅଧିକ ଚୋରା କୋଇଲା ବସ୍ତା ପୋଲିସ ଜବତ କରିଛନ୍ତି। ସିମୁଳିଆ ଅଞ୍ଚଳରେ ଦିନକୁ ଦିନ ଚୋରା କୋଇଲା ମାଫିଆ ୟମାନେ ବ୍ୟବସାୟ କରୁଛନ୍ତି। ଏତେ ପରିମାଣ କୋଇଲା ବସ୍ତା କେଉଁଠୁ ଆସିଲା ଓ କିଏ ଆଣିଲା ତାହାକୁ ନେଇ ଉଠିଛି ବଡ଼ ପ୍ରଶ୍ନ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ