Masthead

ଭାରତର ଖରାପ ଭାଷା କ’ଣ ? ଗୁଗୁଲର ଉତ୍ତର ଦେଖି ଲୋକେ ରାଗିଲେ

(ବଡ଼ ଖବର ବ୍ୟୁରୋ): ଯେତେବେଳେ ଆମେ କୌଣସି ପ୍ରଶ୍ନର ଉତ୍ତର ପାଇନଥାଉ, ସେତେବେଳେ ଆମେ ଗୁଗୁଲ କରିଥାଉ । ପ୍ରାୟ ପ୍ରତ୍ୟେକ ପ୍ରଶ୍ନର ଉତ୍ତର ଏଠାରେ ଉପଲବ୍ଧ ହୋଇଥାଏ । ଏପରି ପରିସ୍ଥିତିରେ ଯେତେବେଳେ ଲୋକମାନେ ପଚାରିଲେ ଯେ, ଭାରତର ସବୁଠାରୁ ଖରାପ ଭାଷା କ’ଣ ? ଏହାର ଉତ୍ତରରେ ଆସିଲା କନ୍ନଡ ଭାଷା । ଏହା ଭାରତୀୟ ତଥା କନ୍ନଡ ଲୋକଙ୍କୁ ଆଘାତ ଦେଇଛି । ବାସ୍ତବରେ କନ୍ନଡ ଭାଷା ଦୁନିଆର ସର୍ବ ପୂରାତନ ଭାଷା ମଧ୍ୟରୁ ଅନ୍ୟତମ । ଦେଶରେ ପ୍ରାୟ ୬କୋଟି ଲୋକ କନ୍ନଡ ଭାଷା ଲେଖନ୍ତି ଓ କୁହନ୍ତି । ବର୍ତ୍ତମାନ ଇଣ୍ଟରନେଟରେ ଲୋକମାନେ ଗୁଗୁଲକୁ ସମାଲୋଚନା କରୁଛନ୍ତି ଏବଂ ଏହି ଫଳାଫଳର ଉତ୍ତରକୁ ହଟାଇବାକୁ ଦାବି କରୁଛନ୍ତି ।

https://twitter.com/drashwathcn/status/1400452661682470915/photo/1

ଏହି ଘଟଣା ଭାଇରାଲ ହେବା ପରେ ଗୁଗୁଲ ଏହି ଉତ୍ତରକୁ ହଟାଇ ଦେଇଛି । ଏଥିସହ କମ୍ପାନୀ ଭୂଲକୁ ସ୍ୱୀକାର କରି ସମସ୍ତଙ୍କୁ କ୍ଷମା ମାଗିଛି । ଏଥିସହ କର୍ଣ୍ଣାଟକ ସରକାର ଏଥିରେ ତୀବ୍ର ଆପତ୍ତି ଜଣାଇଛନ୍ତି ଏବଂ ଗୁଗୁଲ କମ୍ପାନୀ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା