Masthead

ବିଜେଡିର ବାତ୍ୟା ରାଜନୀତି କହିଦେଲେ ଲେଖା…

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ବାତ୍ୟାକୁ ନେଇ ବିଜେଡିର ରାଜନୀତି । ରାଜ୍ୟ ସରକାରଙ୍କୁ ବିଜେଡିର ଶ୍ୱେତପତ୍ର ଦାବି । ସରକାରଙ୍କ ବାତ୍ୟା ପରିଚାଳନା ଉପରେ ଉଠାଇଲା ପ୍ରଶ୍ନ । ଉଦ୍ଧାର ଓ ଜିରୋ କାଜୁଆଲିଟିକୁ ନେଇ କଲା ପ୍ରଶ୍ନ । ସରକାର ପିଆର ଷ୍ଟଂଟ ପାଇଁ ସୁଯୋଗ ଖୋଜୁଥିଲେ କହିଲା ବିଜେଡି । ପ୍ରଧାନମନ୍ତ୍ରୀଙ୍କ ସାର୍ଟିଫିକେଟ ଚାହିଁଥିଲେ କହିବାକୁ ପଛାଇନାହିଁ ବିଜେଡି । ମୂଳଦୁଆ ପକାଇଥିଲୁ ଏମାନେ ବାହାବାହା ନେଉଛନ୍ତି କହିଛି ଶଙ୍ଖ ଦଳ । ବିଜେଡି ଶ୍ୱେତପତ୍ର ଦାବିକୁ ବିଜେପିର ଦେଇଛି ଜବାବ ।

ପ୍ରାକୃତିକ ବିପର୍ଯ୍ୟୟ ବେଳେ ବିଜେଡି କରୁଛି ରାଜନୀତି । ସରକାର ବାତ୍ୟାର ସଫଳ ପରିଚାଳନା କରିଛନ୍ତି । ୟାସ ବେଳେ ବିଜେଡି ସରକାର କ’ଣ ସ୍ଥାନାନ୍ତର କରିନଥିଲେ କି ବୋଲି ପ୍ରଶ୍ନ କରିଛନ୍ତି ବିଜେପି ମୁଖପାତ୍ର । ପୂର୍ବ ବାତ୍ୟା ସମୟର ଶ୍ୱେତପତ୍ର ଦିଅନ୍ତୁ କହିଛି ବିଜେପି । ବାତ୍ୟା ସରିଛି । କ୍ଷୟକ୍ଷତିର ଆକଳନ ଚାଲିଛି । ହେଲେ ବିଜେପି ସରକାରଙ୍କୁ ବିଜେଡି ମାଗିଛି ଉଦ୍ଧାର ଓ ପରିଚାଳନାର ଶ୍ୱେତପତ୍ର । ବାତ୍ୟାକୁ ନେଇ ବିଜେଡିର କାହିଁକି ଏ ରାଜନୀତି ଉଠିଲା ପ୍ରଶ୍ନ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ହର୍ମୁଜ ପ୍ରଣାଳୀ ଉର୍ଜା ଏଵଂ ଭାରତୀୟଙ୍କ ମୃତ୍ୟୁକୁ ନେଇ ଉଦବେଗ ପ୍ରକାଶ 🔴 ଏମ୍ସ ଡାକ୍ତରୀ ଛାତ୍ରୀଙ୍କ ଆତ୍ମହତ୍ୟା 🔴 ଶ୍ରୀମନ୍ଦିରରୁ ବନସ୍ପତି ଘିଅ ଜବତ 🔴 ନିଟ୍‌ ୟୁଜି ପୁନଃ ପରୀକ୍ଷା, ଟେଲିଗ୍ରାମ୍‌ ବନ୍ଦ 🔴 ବାୟୁସେନାର ଶକ୍ତିଶାଳୀ ବିମାନ ଦୁର୍ଘଟଣାଗ୍ରସ୍ତ 🔴 କେନ୍ଦୁଝରରେ ପୋଲିସର ଏନକାଉଣ୍ଟର 🔴 କୁମକୁମ ଭାଗ୍ୟ”ରେ ନିଜ ଚରିତ୍ର ପାଇଁ ଜଣାଶୁଣା ଟିଭି ଅଭିନେତ୍ରୀ ସଞ୍ଚିତା ଉଗାଲେଙ୍କ ମୃତ୍ୟୁ 🔴 ଗଣଶିକ୍ଷା ମନ୍ତ୍ରୀଙ୍କ ବଡ ସୂଚନା,୧୮ରେ ଖୋଲିବ ସ୍କୁଲ 🔴 ଖସିଲା ତେଲ ବଢିଲା ସୁନା ଦର 🔴 ଆମେରିକା-ଇରାନ୍ ଚୁକ୍ତିର ୧୪ ବଡ଼ ସର୍ତ୍ତ 🔴 ହର୍ମୁଜ ପ୍ରଣାଳୀ ଉର୍ଜା ଏଵଂ ଭାରତୀୟଙ୍କ ମୃତ୍ୟୁକୁ ନେଇ ଉଦବେଗ ପ୍ରକାଶ 🔴 ଏମ୍ସ ଡାକ୍ତରୀ ଛାତ୍ରୀଙ୍କ ଆତ୍ମହତ୍ୟା 🔴 ଶ୍ରୀମନ୍ଦିରରୁ ବନସ୍ପତି ଘିଅ ଜବତ 🔴 ନିଟ୍‌ ୟୁଜି ପୁନଃ ପରୀକ୍ଷା, ଟେଲିଗ୍ରାମ୍‌ ବନ୍ଦ 🔴 ବାୟୁସେନାର ଶକ୍ତିଶାଳୀ ବିମାନ ଦୁର୍ଘଟଣାଗ୍ରସ୍ତ 🔴 କେନ୍ଦୁଝରରେ ପୋଲିସର ଏନକାଉଣ୍ଟର 🔴 କୁମକୁମ ଭାଗ୍ୟ”ରେ ନିଜ ଚରିତ୍ର ପାଇଁ ଜଣାଶୁଣା ଟିଭି ଅଭିନେତ୍ରୀ ସଞ୍ଚିତା ଉଗାଲେଙ୍କ ମୃତ୍ୟୁ 🔴 ଗଣଶିକ୍ଷା ମନ୍ତ୍ରୀଙ୍କ ବଡ ସୂଚନା,୧୮ରେ ଖୋଲିବ ସ୍କୁଲ 🔴 ଖସିଲା ତେଲ ବଢିଲା ସୁନା ଦର 🔴 ଆମେରିକା-ଇରାନ୍ ଚୁକ୍ତିର ୧୪ ବଡ଼ ସର୍ତ୍ତ