Masthead

ଚାଷୀଙ୍କ ମେରୁଦଣ୍ଡ ସଳଖିବ ବିଜେପି ସରକାର

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ରାଜ୍ୟରେ ଚାଲିଛି ଧାନ କିଣା । ମଣ୍ଡିରେ ଧାନ ବିକ୍ରି କରୁଛନ୍ତି ଚାଷୀ । ଉପକୃତ ହେଲେଣି ୪ଲକ୍ଷ ୫୦ହଜାର ଚାଷୀ । ୧ହଜାର ୬୫୦କୋଟିର ସହାୟତା ଦେଇସାରିଲେଣି ସରକାର । ଧାନ କ୍ୱିଣ୍ଟାଲ ପିଛା ୨୩୦୦ ଟଙ୍କା ସହାୟତା ମିଳୁଛି । ଅତିରିକ୍ତ ଇନପସ୍ୱଙ୍କ ସହାୟତା ୮୦୦ ଟଙ୍କା ମିଳୁଛି । ସଶକ୍ତ କୃଷକ, ସଶକ୍ତ ଓଡ଼ିଶା ଗଢ଼ିବା ପାଇଁ ମୋହନ ସରକାରଙ୍କ ସଂକଳ୍ପ ।

ରାଜ୍ୟରେ ଚାଲିଛି ଧାନ କିଣା । ଚାଷୀଙ୍କ ମେରୁଦଣ୍ଡକୁ ସଳଖିବ ସବସିଡ ଦେଉଛି ବିଜେପି ସରକାର । ଧାନର କ୍ୱିଣ୍ଟାଲ ପିଛା ସର୍ବନିମ୍ନ ସହାୟତା ମୂଲ୍ୟ ୨୩୦୦ ଟଙ୍କା ଥିବା ବେଳେ ମୋହନ ସରକାର ଅତିରିକ୍ତ ଇନପୁଟ ସହାୟତା ୮୦୦ଟଙ୍କା ଚାଷୀଙ୍କୁ ଭେଟି ଦେଉଛନ୍ତି । ବର୍ତମାନ ସୁଦ୍ଧା ୪,୫୦, ୦୦୦ଚାଷୀ ଉପକୃତ ହୋଇଥିବା ବେଳେ ସରକାର ୧,୬୫୦କୋଟି ଟଙ୍କା ପ୍ରଦାନ କରିସାରିଲାଣି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼ 🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼