Masthead

ଶାହାରୁଖ ଖାନଙ୍କ ବିରୋଧରେ ଅଭିଯୋଗ ଆଣିଲେ ଶର୍ଲିନ

ମୁମ୍ବାଇ(ବଡ଼ ଖବର ବ୍ୟୁରୋ):  ବଲିଉଡ କିଙ୍ଗ ଖାନଙ୍କ ବିରୋଧରେ ଆସିଛି ଏକ ବଡ ଅଭିଯୋଗ । ଅଭିନେତ୍ରୀ ଶର୍ଲିନ ଚୋପ୍ରା  ଶାହାରୁଖ ଖାନଙ୍କ ବିରୋଧରେ ସାଘାଂତିକ ଅଭିଯୋଗ ଆଣିଛନ୍ତି । ସେ ଦାବି କରିଛନ୍ତି ଯେ, ଶାହାରୁଖ ଖାନଙ୍କ ପାର୍ଟିରେ ବଲିଉଡ ଷ୍ଟାରମାନଙ୍କ ପତ୍ନୀମାନେ ଡ୍ରଗ୍ସ ନିଅନ୍ତି । ଖବର ଅନୁଯାୟୀ ଶର୍ଲିନ ଚୋପ୍ରା ତାଙ୍କ ଇନଷ୍ଟାଗ୍ରାମରେ ଏକ ପୁରୁଣା ଇଣ୍ଟରଭ୍ୟୁର ଭିଡିଓ ସେୟାର କରିଛନ୍ତି ।

ଭିଡିଓରେ ସେ କହିଛନ୍ତି ଯେତେବେଳେ ମୁଁ ତାଙ୍କ ପାର୍ଟିରେ ଥିଲି ସେତେବଳେ ମୁଁ ତାଙ୍କ ଘର ଭିତରେ ବଲିଉଡ ତାରକାମାନଙ୍କ ପତ୍ନୀ ଡ୍ରଗ୍ସ ନେଇଥିବାର ଦେଖିଥିଲି । ସେମାନେ ଏକ ରୁମରେ ମିରର ସମ୍ନାରେ ଛିଡା ହୋଇ ଡ୍ରଗ୍ସ ନେଉଥିଲେ । ଶର୍ଲିନ ଆହୁରି କହିଛନ୍ତି , ଏଭଳି ଦୃଶ୍ୟ ଦେଖି ମୁଁ ଚକିତ ହୋଇଯାଇଥିଲି । ପରେ ମୁଁ ସେହି ଷ୍ଟାରମାନଙ୍କ ମୁହଁକୁ ଦେଖି ହସିଲି । ତାଙ୍କ କାର୍ଯ୍ୟକୁ ଅଣାଦେଖା କରିବା ନଠିକ ଭାବିଲି । ଏହା ପରେ ମୁଁ ଶାହାରୁଖ ଖାନଙ୍କୁ କହି ସେଠାରୁ ଚାଲି ଆସିଲି । ବର୍ତ୍ତମାନ ଶର୍ଲିନଙ୍କ ଏହି ଭିଡିଓ ସୋସିଆଲେ ମିଡିଆରେ ଭାଇରାଲ ହେବାରେ ଲାଗିଛି । ମୁମ୍ବାଇ ଡ୍ରଗ୍ସ ପାର୍ଟି ମାମଲାରେ ବଲିଉଡ ଅଭିନେତା ଶାହାରୁଖ ଖାନଙ୍କ ପୁଅକୁ ଏମସିବି ଗିରଫ କରିଛି । ତାଙ୍କ ସହ ଆଉ ୮ ଜଣଙ୍କୁ ମଧ୍ୟ ଗିରଫ କରିଛି ଏନସିବି । ଏବେ ଏନସିବି ହେପାଜତରେ ଆର୍ଯ୍ୟନ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା