Masthead

ଡାଇବେଟିସ ଗବେଷଣାରେ ଡଃ ମେଘନାଥ ମେହେରଙ୍କୁ ମିଳିଲା ସମ୍ମାନ ଜନକ ପୁରସ୍କାର

ଭୁବନେଶ୍ୱର( ବଡ଼ ଖବର ବ୍ୟୁରୋ) ଜଣେ ପ୍ରତିଷ୍ଠିତ ଡାକ୍ତର ବେଷକ ଏବଂ ଗବେଷଣାରେ ଉଲ୍ଲେଖନୀୟ ଅବଦାନ ପାଇଁ ଡାଇବେଟିସ ଇଣ୍ଡିଆ ଫଲୋସିପ ପାଇଛନ୍ତି । ଡଃ ମେହେର MBBS ଶିକ୍ଷା VSS college burla ୨୦୧୩ ଓ ପୋଷ୍ଟ ଗ୍ରାଜୁଏସନ SCB medical College ୨୦୧୮ ରୁ ସମ୍ପନ୍ନ  କରି ଭିତରୀ ଚିକିତ୍ସା (internal medicine) ରେ ଏକ ପ୍ରଖ୍ୟାତ ବିଶେଷଜ୍ଞ ଭାବରେ ପରିଚିତ ହୋଇଛନ୍ତି। ବର୍ତ୍ତମାନ ସେ IMS ଏବଂ Sum hospital bhubaneswar ରେ ସହାୟକ ଅଧ୍ୟାପକ ଭାବରେ କାମ କରୁଛନ୍ତି। ୨୦୧୭-୨୦୨୧ ମଧ୍ୟରେ ସେ ଏମ୍ସ ଭୁବନେଶ୍ୱରରେ କାର୍ଯ୍ୟ ପାଇଁ ୟାରଲି କ୍ୟାରିଅର ଫିଜିସିଆନ୍ ଆୱାର୍ଡ଼ ବାଇ ଆମେରିକାନ୍ସ କଲେଜ ଅଫ୍ ଫିଜିସିଆନ୍ ୨୦୨୪, ଏକ୍ସସୋଲେନ୍ସ ଆୱାର୍ଡ଼ ଇନ ଜେନେରାଲ ମେଡିସିନ ୨୦୨୨, ୟଙ୍ଗ ୟାଚିଭର ଆୱାର୍ଡ଼ ବାଇ ଆଇ ଏନ ଏସ ସି ବାଙ୍ଗାଲୋର 2022 , ଏକାଡେମୀସିଆନ୍ ଆୱାର୍ଡ଼ ବାଇ ୱାର୍ଲ୍ଡ ଚାରିଟି ୱାଲଫେୟାର ଫାଉଣ୍ଡସନ୍ 2022 ଭଳି ପ୍ରତିଷ୍ଠିତ ପୁରସ୍କାର ହାସଲ କରିଛନ୍ତି।

ଡଃ ମେହେର ଡ଼ାଏବେଟିସ, ପୁନରାବୃତ୍ତ ଷ୍ଟୋକ ଏବଂ ଅଟୋନୋମିକ ନ୍ୟୁରୋପଥ ନେଇ ଅନେକ ଗବେଷଣା କରିଛନ୍ତି । ପଦ୍ମଶ୍ରୀ ଭି ମୋହନ ଙ୍କ ଦ୍ଵାରା ଡାଇବେଟିସ ଇଣ୍ଡିଆ ଫେଲୋଲିସ ତାଙ୍କୁ ସମ୍ମାନୀତ କରାଯାଇଥିଲା । 15ତମ  ୱାର୍ଲ୍ଡ କଂଗ୍ରେସ ଅଫ୍ ଡାଇବେଟିସ ଇଣ୍ଡିଆରେ ଯାହା ଫେବୃଆରୀ 15 2025 ରେ ଅହମ୍ମଦାବାଦ ରେ ଅନୁଷ୍ଠିତ ହୋଇଥିଲା । ଏହି ମାନ୍ୟତା ଡଃ ମେଘନାଥ ମେହେରଙ୍କ ଡାଇବେଟିସ ଚିକିତ୍ସା ଏବଂ ଗବେଷଣା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପ୍ରମାଣିତ କଲେ।ତାଙ୍କ ଦ୍ଵାରା ପ୍ରତି ସପ୍ତାହରେ 60-70 ଓପିଡି ଏବଂ 20-30 ଆଇପିଡି ରୋଗୀଙ୍କୁ ଚିକିତ୍ସା କରିବା ସହ ଚିକିତ୍ସା ଶିକ୍ଷା ଏବଂ ଗବେଷଣା କ୍ଷେତ୍ରରେ ମହତ୍ୱପୂର୍ଣ୍ଣ ଅବଦାନ ତାଙ୍କୁ ଏହି ସମ୍ମାନ ଦେଇଛି

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି