Masthead

ମୋଦି-ରାଜନାଥ ବୈଠକ, ପାକିସ୍ତାନ ଉପରେ ବଦଲା!

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଭାରତ ନେବ ବଡ଼ ବଦଲା । ପାକିସ୍ତାନକୁ ଚାରିପଟୁ ଘେରିବ ହିନ୍ଦୁସ୍ଥାନ । ଆତଙ୍କବାଦୀ ଦେଶ ପାକିସ୍ତାନର ନିସ୍ତାର ନାହିଁ । ଏନେଇ ବଡ଼ ରଣନୀତି କରୁଛି ଭାରତ ସରକାର । ଏହାରି ଭିତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ । ଉଭୟଙ୍କ ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ହୋଇଛି । ପାକିସ୍ତାନକୁ କେମିତି ଉଚିତ ଯବାବ ଦିଆଯିବ ସେନେଇ ଆଲୋଚନା ହୋଇଥିବା ବିଶ୍ୱସ୍ତ ସୂତ୍ରରୁ ଜଣାପଡ଼ିଛି । ମୋଦିଙ୍କ ଓ ରାଜନାଥ ବୈଠକରେ ଉପସ୍ଥିତି ଥିଲେ ଏନଏସଏ ଅଜିତ ଡୋଭାଲ । ଯେତେବେଳେ ଭାରତର ପ୍ରମୁଖ ନେତା ଆଲୋଚନା କରିଛନ୍ତି ଏ କଥା କୁହାଯାଇପାରେ ଯେ ପାକିସ୍ତାନ ବିରୋଧରେ ବଡ଼ ଆକ୍ସନ ନେଇ ପାରନ୍ତି ।

ସେପଟେ ପ୍ରତିରକ୍ଷା ଅଧିକାରୀଙ୍କ ଛୁଟିକୁ ବାତିଲ କରାଯାଇଛି । ସେନାର ସମସ୍ତ ଅଫିସରଙ୍କୁ ହାଇଆଲର୍ଟରେ ରଖାଯାଇଛି । ପହଲଗାମ ଆକ୍ରମଣରେ ଯାଇଛି ୨୭ ଜଣଙ୍କ ଜୀବନ । ଆତଙ୍କବାଦୀ ନରସଂହାରକୁ ବିଭିନ୍ନ ମହଲରେ ନିନ୍ଦା କରାଯାଉଛି । ଭାରତ ଧିରେ ଧିରେ ପାକିସ୍ତାନ ଉପରେ ବଦଲା ନେବାରେ ଲାଗିଛି । ସିନ୍ଧୁ ନଦୀ ଚୁକ୍ତିକୁ ସ୍ଥଗିତ ରଖିବା କୁହାଯ୍ଧମ କି ପାକିସ୍ତାନ ଗଣମାଧ୍ୟମ ଉପରେ ଭାରତର ରୋକ କୁହାଯାଉ । ପହଲଗାମ ଆକ୍ରମଣ ଦେଶବାସୀଙ୍କ ମନରୁ ଲିଭୁନଥିବା ବେଳେ ଏହାର ଉଚିତ ଯବାବ ଦେବାକୁ ମିଳିନ୍ନ ମହଲରେ ଗୁଞ୍ଜରଣ ସୃଷ୍ଟି ହେଲାଣି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼ 🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼