Masthead

୭ ବାଇକ୍ ଲୁଟେରା ଗିରଫ, ୨୮ବାଇକ୍ ଜବତ

କଣ୍ଟାବାଞ୍ଜି (ବଡ଼ ଖବର ବ୍ୟୁରୋ): ଲକଡାଉନ୍-ସଟଡାଉନ ସମୟରେ କଣ୍ଟାବାଞ୍ଜି ତଥା ଆଖପାଖ ଥାନା ଅଞ୍ଚଳରେ ଦିନକୁ ଦିନ ବାଇକ୍ ଚୋରି ହେଉଥିବା ଅଭିଯୋଗ ହେଉଥିଲା । ବାଇକ୍ ଚୋରମାନେ ନୂଆ ପୁରୁଣା ବାଇକ୍ ଚୋରିକରି ଫେରାର ହୋଇଯାଉଥିଲେ । ବାଇକ୍ ଚୋରି ରାକେଟକୁ ଠାବ କରିବା ପାଇଁ ବଲାଙ୍ଗୀର ଏସପିଙ୍କ ନେତୃତ୍ୱରେ ଏକ ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇଥିଲା । ପୋଲିସ ପ୍ରଥମେ କଣ୍ଟାବାଞ୍ଜି ପୁରୁଣା ବସ୍ତିର ମାଷ୍ଟର ମାଇଣ୍ଡ ମୁକେଶ ବରଗେକୁ  ଗିରଫ କରି ତଦନ୍ତ ଆରମ୍ଭ କଲା । ପରେ ବାଇକ ରାକେଟ୍ ଏକ ଗ୍ୟାଙ୍ଗ କାମ କରୁଥିବା ଜଣାଡ଼ିଥିଲା ।

ଏହି ଗ୍ୟାଙ୍ଗରେ କଣ୍ଟାବାଞ୍ଜି ଥାନାର ସତନାମୀ ପଡାର ସଂକୀର୍ତ୍ତନ ସତନାମୀ, ବେଳପଡା ଥାନା ଖଲଖଲି ଗାଁର ସତ୍ୟନାରାୟଣ ମାଝୀ, ପୀତବାସ ବାଗ, ରମେଶ ମାଝୀ, ଧୂମାଭଟା ଗାଁର ତ୍ରିଲୋଚନ ରାଉତ ସାମିଲ ଥିଲେ । ଗିରଫ ବାଇକ୍ ଚୋରମାନଙ୍କଠାରୁ ପୋଲିସ ୨୮ଟି ବାଇକ ଜବତ କରିଛି । ଗିରଫ ଚୋରମାନଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ସୂଚନା ଦେଇଛନ୍ତି କଣ୍ଟାବାଞ୍ଜି ଏସପି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼ 🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼