ସରକାରୀ କାର୍ଯ୍ୟାଳୟରେ ବେସରକାରୀ କାର୍ଯ୍ୟକୁ ନେଇ ପ୍ରଶ୍ନ

ବାଲିଆପାଳ (ବଡ଼ ଖବର ବ୍ୟୁରୋ): ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ହେଉଛି ସରକାରୀ କାର୍ଯ୍ୟାଳୟ। ତେବେ ସରକାରୀ କାର୍ଯ୍ୟାଳୟ ପରିସରରେ ବେସରକାରୀ ଦଳୀୟ କାର୍ଯ୍ୟକ୍ରମ କିମ୍ବା ସମାବେଶ କରାଯିବାର ନିୟମ ନଥିବାବେଳେ, ବାଲିଆପାଳ ବ୍ଲକର ଏକ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ସରପଞ୍ଚଙ୍କ ଦ୍ବାରା ଚାଷୀ ସମାବେଶ କରାଯାଇଛି । ଯାହା ସରକାରୀ ନିୟମର ଉଲଂଘନ ହୋଇଥିବା ଦେଖିବାକୁ ମିଳିଛି।

ବାଲିଆପାଳ ବ୍ଲକ ବଳରାମପୁର ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ବିଜେଡି ସମର୍ଥିତ ସରପଞ୍ଚ ଅରୁଣ ପାଣିଗ୍ରାହୀଙ୍କ ଆବାହକତ୍ୱରେ ଏକ ଚାଷୀ ସମାବେଶ ହୋଇଥିଲା। ଏହି ସମାବେଶରେ ବଳରାମପୁର ଓ ସ୍ଥାନୀୟ ବାଲିକୁଟୀ ପଞ୍ଚାୟତର ପାଖାପାଖି ୩୦୦ ଚାଷୀ ଉପସ୍ଥିତ ଥିଲେ। ତେବେ ସୁବର୍ଣ୍ଣରେଖା ବନ୍ୟାରେ ବାଲିକୁଟୀ ଓ ବଳରାମପୁରକୁ ଚାଷଜମି କ୍ଷତିପୂରଣ ଦାବିରେ ସମାବେଶ ହୋଇଥିବା ଜଣାପଡ଼ିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’