HOME HOME - Odia News channel

  • Home Page
  • ଲାଇଭ୍ ଟିଭି
  • ବଡ଼ ଖବର
  • ରାଜନୀତି
  • ରାଜ୍ୟ
  • ଦେଶ ବିଦେଶ
  • ଜିଲ୍ଲା
    • ଅନୁଗୁଳ
    • କନ୍ଧମାଳ
    • କୋରାପୁଟ
    • କଟକ
    • କେନ୍ଦ୍ରାପଡ଼ା
    • କେନ୍ଦୁଝର
    • ଗଜପତି
    • କଳାହାଣ୍ଡି
    • ଗଞ୍ଜାମ
    • ନବରଙ୍ଗପୁର
    • ରାୟଗଡ଼ା
    • ନୂଆପଡ଼ା
    • ବୌଦ୍ଧ
    • ବରଗଡ଼
    • ସମ୍ବଲପୁର
    • ମୟୂରଭଞ୍ଜ
    • ଭଦ୍ରକ
    • ବାଲେଶ୍ୱର
    • ଖୋର୍ଦ୍ଧା
    • ପୁରୀ
    • ନୟାଗଡ଼
    • ଯାଜପୁର
    • ଜଗତସିଂହପୁର
    • ମାଲକାନଗିରି
    • ଢେଙ୍କାନାଳ
    • ଝାରସୁଗୁଡ଼ା
    • ବଲାଙ୍ଗିର
    • ଦେବଗଡ଼
    • ସୁବର୍ଣ୍ଣପୁର
    • ସୁନ୍ଦରଗଡ଼
  • ଅପରାଧ
  • ଖେଳ
  • ପେଜ୍ ଥ୍ରୀ
  • YouTube LIVE
BADA KHABAR
  • Home
  • ବଡ଼ ଖବର
  • ଆଜି ବିଧାନସଭା ଘେରିବ ବିଜେଡି

ଆଜି ବିଧାନସଭା ଘେରିବ ବିଜେଡି

ବଡ଼ ଖବରରାଜନୀତି
By Bada Khabar Bureau On Sep 23, 2025
Share FacebookTwitterWhatsAppEmailTelegramPrint

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଆଜି ବିଧାନସଭା ଘେରିବ ବିଜେଡି ।  ପଞ୍ଚାୟତିରାଜ ବ୍ୟବସ୍ଥାରେ ଜନ ପ୍ରତିନିଧିଙ୍କ କ୍ଷମତା ସଙ୍କୁଚିତ କରିବା ଏବଂ ହଡ଼ପ କରିବା ଅଭିଯୋଗରେ ଆଜି ବିଜେଡି ବିକ୍ଷୋଭ କରିବ ।  ଆନ୍ଦୋଳନରେ ସାମିଲ ହେବେ ହଜାର ହଜାର ଜନ ପ୍ରତିନିଧି।  ଏଥିରେ ସରପଞ୍ଚ, ୱାର୍ଡମେମ୍ବର, ସମିତି ସଭ୍ୟ, ଜିଲ୍ଲା ପରିଷଦ ସଦସ୍ୟ, ବ୍ଲକ ଅଧ୍ୟକ୍ଷ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ସାମିଲ ହେବେ ।

ପୂର୍ବରୁ ସାମ୍ବାଦିକ ସମ୍ମିଳନୀ କରି ଏହି ଘୋଷଣା କରିଛି ବିଜେଡି । ବର୍ତ୍ତମାନର ସରକାର ଗଣତନ୍ତ୍ରକୁ ହତ୍ୟା କରି କର୍ମୀ ପୋଷିବା ଯୋଜନା କରୁଥିବା ବିଜେଡି ଅଭିଯୋଗ କରିଛି । ଯାହାକୁ ବନ୍ଦ କରିବାକୁ ଦଳ ଚେତାବନୀ ଦେଇଛି । ଯେମିତି କର୍ମୀମାନେ ଗୁଣ୍ଡାରାଜ, ଦାଦାବଟି ଓ ପିସି ଆଦାୟ କରିବେ ସେଥିପାଇଁ ସରକାର ବ୍ୟବସ୍ଥା କରୁଥିବା ବିଜେଡି ଅଭିଯୋଗ ଆଣିଛି । ଏହାକୁ ବିରୋଧ କରି ଆଜି ବିଜେଡି ନେତା ଓ କର୍ମୀମାନେ ବିଧାନସଭା ଘେରାଉ କରିବେ ।

Related Posts

ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ

ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ

Share

Prev Post

ଆଜିଠାରୁ ସାରା ରାଜ୍ୟରେ ପ୍ରବଳ ବର୍ଷିବ

Next Post

ପୁଲିସର ଥାର୍ଡ ଡିଗ୍ରି, ଏସିପି ବିଶ୍ବ ରଞ୍ଜନ ସାହୁ ନିଲମ୍ବିତ

ଆଗକୁ ପଢନ୍ତୁ
ବଡ଼ ଖବର

ଓଡ଼ିଶାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ବଡ଼ ଖବର

‘ବିଜେଡି ସରକାରରେ ଗଣମାଧ୍ୟମ ଅସୁରକ୍ଷିତ’

ଜିଲ୍ଲା

ସ୍ୱାସ୍ଥ୍ୟ ସେବାର ବିକଳ ଚିତ୍ର

ବଡ଼ ଖବର

ଆଜି ସନ୍ଧ୍ୟାରେ ରାଜ୍ୟ କ୍ୟାବିନେଟ

ବଡ଼ ଖବର

ପ୍ରଶ୍ନପତ୍ର ତ୍ରୁଟି ପରେ ଓଏସଏସସି ପରୀକ୍ଷା ବାତିଲ

ବଡ଼ ଖବର

ପାରା ମେଡିକାଲ ଷ୍ଟାଫଙ୍କ ପଦଯାତ୍ରା: ପୋଲିସ ସହ ମୁହାଁମୁହିଁ

Prev Next

ଅନ୍ୟାନ୍ୟ ଖବର

ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ

ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ

୧୮ରୁ ବିଧାନସଭା ଅଧିବେଶନ

୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ

Prev Next
ଫଲୋ ଏବଂ ଲାଇକ୍ କରନ୍ତୁ
  • Facebook Join us on Facebook
  • Twitter Join us on Twitter
  • Youtube Join us on Youtube
  • Instagram Join us on Instagram
ଲୋକପ୍ରିୟ ବର୍ଗ
  • ବଡ଼ ଖବର20368
  • ରାଜ୍ୟ14489
  • ଦେଶ ବିଦେଶ8274
  • ଜିଲ୍ଲା6439
  • ରାଜନୀତି4284
  • ଖେଳ760
  • ଦେଶ ବିଦେଶ
  • ବଡ଼ ଖବର
  • ରାଜ୍ୟ
  • ରାଜନୀତି
  • ଜିଲ୍ଲା
  • Live TV
  • Contact us
© 2026 - BADA KHABAR. All Rights Reserved.
Powered By: Suryanandan.Net
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ
  • Likes
  • Followers
  • Subscribers
  • Followers