ପୁରୀ (ବଡ଼ ଖବର ବ୍ୟୁରୋ): ଶ୍ରୀମନ୍ଦିରରେ ହେଲା ମହାପ୍ରଭୁଙ୍କ ଛୁଆଁ ମହାସ୍ନାନ। ମଇଲମ ନୀତି ବେଳେ କେହି ଜଣେ ଭକ୍ତ ମହାପ୍ରଭୁଙ୍କ ସେବାୟଙ୍କୁ ଛୁଇଁ ଦେବାକୁ ମହାସ୍ନାନ କରାଯାଇଛି। ତେଣୁ ଶ୍ରୀମନ୍ଦିରରେ ମହାସ୍ନାନ ଚାଲୁଥିବାରୁ ସର୍ବସାଧାରଣ ଦର୍ଶନକୁ ବନ୍ଦ ରଖାଯାଇଛି। ଶ୍ରୀଜିଉଙ୍କ ମହାସ୍ନାନ୍ ସମ୍ପର୍ଣ୍ଣ ହେବା ପରେ ପୁର୍ନବାର ଆରମ୍ଭ ହେବ ଚତୁର୍ଦ୍ଧାମୂର୍ତ୍ତିଙ୍କ ଦର୍ଶନ। ଏନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ମିଳିଛି।
Prev Post
ଆଗକୁ ପଢନ୍ତୁ
