Masthead

ଅଦିନରେ ରଥଯାତ୍ରା ଆଉ ନାହିଁ ଛାଡ୍ ।

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ):ଦେଶ ତଥା ଦେଶ ବାହାରେ ଚାଲିଥିବା ଅଦିନିଆ ରଥ ଯାତ୍ରାକୁ ନେଇ ଜଗନ୍ନାଥ ପ୍ରେମିଙ୍କ ମନରେ ଅସୋନ୍ତଷ। ଅ-ତିଥିରେ ରଥଯାତ୍ରାକୁ ନେଇ ଜଗନ୍ନାଥ ପ୍ରେମିଙ୍କ ଉଦବେଗ । ଈସ୍କନ୍ ର ଏଭଳି ମନମାନୀକୁ ମିଳିବନୀ ତ୍ରାହି । ବାରମ୍ବାର ତାଗିତ୍ ସତ୍ତ୍ୱେ ଈସ୍କନ କରିଚାଲିଛି ଅଦିନିଆ ରଥଯାତ୍ରା । ଅଦିନିଆ ରଥଯାତ୍ରା ପ୍ରସଙ୍ଗରେ ଗତ ପରିଚାଳନା କମିଟି ମିଟିଙ୍ଗିରେ ଅସୋନ୍ତଷ ପ୍ରକାଶ କରିଛନ୍ତି ଗଜପତି ମହାରାଜ । ତେବେ ଶ୍ରୀମନ୍ଦିର ପରିଚାଳନା କମିଟିର ନିଷ୍ପତ୍ତି କ୍ରମେ ପ୍ରଧାନ ମନ୍ତ୍ରୀଙ୍କୁ ଭେଟି ଦାବି ଜଣାଇବ ପରିଚାଳନା କମିଟିର ଏକ ପ୍ରତିନିଧି ଦଳ । ତେବେ ବାରମ୍ବାର ବିରୋଧି ପରେ ବି ଈସ୍କନ କରୁଛି ତାର ମନମାନୀ । ନିଳାନ୍ଦ୍ରି ବିଜୟ ପରେ ରାଷ୍ଟ୍ରପତି ପ୍ରଧାନ ମନ୍ତ୍ରୀ ଙ୍କୁ ଭେଟିବ ପରିଚାଳନା କମିଟିର ଏକ ପ୍ରତିନିଧି ଦଳ । ଅତିତରେ ରଥଯାତ୍ରାକୁ ନେଇ ଜଗନ୍ନାଥ ପ୍ରେମିଙ୍କ ମନରେ ଉଦବେଗ । ପୂର୍ବରୁ ଏହାକୁ ଶାସ୍ତ୍ର ବିରୋଧି କହିସାରିଛନ୍ତି ଗଜପତି ମହାରାଜ । ଦେଶ ବିଦେଶରେ ଏଭଳି ଅଦିନିଆ ରଥଯାତ୍ରା ବନ୍ଦ ହୋଇଛି । ଈସ୍କନ କୁ ଅନୁରୋଧ ପରେ ବି କଥା ରକ୍ଷା କରୁନି ଈସ୍କନ । ପ୍ରକୃତରେ ରଥଯାତ୍ରା ଆଷାଡ ମାସ ଶୁକ୍ଳପକ୍ଷ ଦ୍ୱିତୀୟା ତିଥୀରେ ପାଳନ କରାଯାଇଥାଏ । କିନ୍ତୁ ଈସ୍କନ ଲଗାତାର ଭାବରେ ନିଜର ମନମାନୀ କରିଚାଲିଛି । ନିଜ ମନମାନିରେ ଅ-ତିଥିରେ ରଥଯାତ୍ରା କରୁଛି । ଏନେଇ ଜଗନ୍ନାଥ ସଂସ୍କୃତିର ଅପମାନ ହେଉଛି । ପରିଚାଳନା କମିଟି ତରଫରୁ ଏକ ଗୁରୁତ୍ୱ ପୂର୍ଣ୍ଣ ବିଚାର ପରେ ବହୁତ ଶୀଘ୍ର ଇସ୍କନର ମନମାନୀରେ ପୁନଚ୍ଛେଦ ପଡିବାକୁ ଯାଉଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଅଦିନରେ ରଥଯାତ୍ରା ଆଉ ନାହିଁ ଛାଡ୍ । 🔴 ଭିଜିଲାନ୍ସ ଜାଲରେ ITDA ସହକାରୀ ନିର୍ବାହୀ ଯନ୍ତ୍ରୀ 🔴 ଭୁବନେଶ୍ୱରରେ ହିଟ୍ ଇଣ୍ଡେକ୍ସ ୫୦ ଡିଗ୍ରି 🔴 ବଢିପାରେ ଖରା ଛୁଟି ? 🔴 ଆଜି ବିଶ୍ୱ ପରିବେଶ ଦିବସ 🔴 ଆଜି ବସିବ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ 🔴 କମ୍ ଶିକ୍ଷାଗତ ଯୋଗ୍ୟତା ଥିବା ପଦରେ ଅଧିକ ଶିକ୍ଷାଗତ ଯୋଗ୍ୟତା ଥିବା ପ୍ରାର୍ଥୀ ନିଯୁକ୍ତି ପାଇବେ ନାହିଁ : ସୁପ୍ରିମକୋର୍ଟ 🔴 ଆସୁଛି ଲଘୁଚାପ, ତାତିରୁ ମିଳିବ ଆଶ୍ୱସ୍ତି 🔴 ପୁଣି କାଠ ଯୋଡିରୁ ମହିଳାଙ୍କ ମୃତ ଦେହ ଉଦ୍ଧାର । 🔴 ମିଳିମିଳାର ତାଣ୍ଡବ, ଟୀକା ଅଭାବରୁ ଯାଉଛି ଜୀବନ 🔴 ଅଦିନରେ ରଥଯାତ୍ରା ଆଉ ନାହିଁ ଛାଡ୍ । 🔴 ଭିଜିଲାନ୍ସ ଜାଲରେ ITDA ସହକାରୀ ନିର୍ବାହୀ ଯନ୍ତ୍ରୀ 🔴 ଭୁବନେଶ୍ୱରରେ ହିଟ୍ ଇଣ୍ଡେକ୍ସ ୫୦ ଡିଗ୍ରି 🔴 ବଢିପାରେ ଖରା ଛୁଟି ? 🔴 ଆଜି ବିଶ୍ୱ ପରିବେଶ ଦିବସ 🔴 ଆଜି ବସିବ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ 🔴 କମ୍ ଶିକ୍ଷାଗତ ଯୋଗ୍ୟତା ଥିବା ପଦରେ ଅଧିକ ଶିକ୍ଷାଗତ ଯୋଗ୍ୟତା ଥିବା ପ୍ରାର୍ଥୀ ନିଯୁକ୍ତି ପାଇବେ ନାହିଁ : ସୁପ୍ରିମକୋର୍ଟ 🔴 ଆସୁଛି ଲଘୁଚାପ, ତାତିରୁ ମିଳିବ ଆଶ୍ୱସ୍ତି 🔴 ପୁଣି କାଠ ଯୋଡିରୁ ମହିଳାଙ୍କ ମୃତ ଦେହ ଉଦ୍ଧାର । 🔴 ମିଳିମିଳାର ତାଣ୍ଡବ, ଟୀକା ଅଭାବରୁ ଯାଉଛି ଜୀବନ