Masthead

ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ଆକ୍ସନମୋଡରେ ବାଲେଶ୍ୱର ପୋଲିସ । ମଦ ପରେ ଗୋ ମାଫିଆଙ୍କ ଘର ଉପରେ ଚଢାଉ । ୬ ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ ରେମୁଣା, ବାଲିଆପାଳ ଓ ଜଳେଶ୍ବରରେ ଚଢ଼ାଉ ବସ୍ତା, ଭୋଗରାଇ ଓ କମର୍ଦ୍ଧାରେ ମଧ୍ୟ ଚଢ଼ାଉ ୭ଟି ସ୍ଥାନରେ ୧୦ ଗୋମାଫିଆଙ୍କ ଘରେ ରେଡ୍ ଘଟଣାସ୍ଥଳରେ ପୋଲିସର ଅଧିକ ତଦନ୍ତ ଜାରି। ଚଢାଉ ବେଳେ ଗୋ ମାଫିଆ ଘର ଛାଡ଼ି ମାରିଛିନ୍ତି ଚମ୍ପଟ ।

ପଶ୍ଚିମବଙ୍ଗକୁ ଚୋରା ଗୋ ଚାଲାଣ ଲିଙ୍କରେ ଚଢ଼ାଉ କରି ପୋଲିସ ଚଳାଇଛି ଛାନଭିନ୍ । ୪ଟି ସ୍ଥାନ ଚଢାଉ ମଧ୍ୟରୁ ଜଳେଶ୍ୱର ଝାଡେଶ୍ୱରପୁର ଶେଖ ସଫିରୁଦ୍ଧିନ ଘରେ ପୋଲିସର ୧୫ ଜଣିଆ ଟିମ୍ ଚଳାଇଛି ରେଡ଼ । ପୂର୍ବରୁ ସଫିରୁଦ୍ଧିନ ନାମରେ ରହିଥିଲା ଚୋରା ଗୋ ଚାଲାଣ ସମ୍ପର୍କିତ ମାମଲା । ସଫିରୁଦ୍ଧିନ ଲିଙ୍କରେ ଅନ୍ୟତ୍ର ଚାଲିଛି ବେଆଇନ୍ ଗୋ ଚୋରା ଚାଲାଣ । ଚଢ଼ାଉ ବେଳେ ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ପୋଲିସ ହାତରେ ଲାଗିଛି ବୋଲି ଜଳେଶ୍ୱର ଏସଡିପିଓଙ୍କ ସୂଚନା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ଅସଲ ରୂପ ଦେଖାଇଲେଣି ସୁଜାତା, ସାବଧାନ ନେତା 🔴 ଓଡ଼ିଶାର ୭୧ ସରକାରୀ ହାଇସ୍କୁଲରେ ଆରମ୍ଭ ହେବ +୨ ପାଠପଢା 🔴 ସଂସଦରେ ଧର୍ମେନ୍ଦ୍ର ପ୍ରଧାନଙ୍କ ଭବ୍ୟ ସ୍ୱାଗତ 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ଅସଲ ରୂପ ଦେଖାଇଲେଣି ସୁଜାତା, ସାବଧାନ ନେତା 🔴 ଓଡ଼ିଶାର ୭୧ ସରକାରୀ ହାଇସ୍କୁଲରେ ଆରମ୍ଭ ହେବ +୨ ପାଠପଢା 🔴 ସଂସଦରେ ଧର୍ମେନ୍ଦ୍ର ପ୍ରଧାନଙ୍କ ଭବ୍ୟ ସ୍ୱାଗତ