Masthead

ଆଦିବାସୀଙ୍କ ପରମ୍ପରା ଓ ସଂସ୍କୃତିକୁ ଜାଣିବା ପାଇଁ ପାହାଡପୁରକୁ ପ୍ରଧାନମନ୍ତ୍ରୀଙ୍କୁ ନେଇଥିଲି

ମୟୁରଭଞ୍ଜ (ବଡ଼ ଖବର ବ୍ୟୁରୋ): ମୁଁ ଆଜି ପ୍ରଧାନମନ୍ତ୍ରୀଙ୍କୁ ଆଣି ଆମ ଗାଁ ବୁଲାଇବାର ଭିନ୍ନ ଉଦେଶ୍ୟ । ଆମ ପରମ୍ପରା ଓ ସଂସ୍କୁତି ଜାଣନ୍ତୁ । ପୂର୍ବରୁ ଆମ ଅଞ୍ଚଳକୁ ମୋଦି ଆସିଥିଲେ ଯେତେବେଳେ ଗୁଜୁରାଟର ମୁଖ୍ୟମନ୍ତ୍ରୀ ଥିଲେ । ପ୍ରକଳ୍ପ ଓଡ଼ିଶାର ବିକାଶ ପାଇଁ । ପ୍ରଗତି ପ୍ରତ୍ୟକଟି ଲୋକଙ୍କ ପାଖରେ ପହଞ୍ଚିବା ଆବଶ୍ୟକ । ଆଜି ଏକ ଛୋଟ ଗାଁକୁ ପ୍ରଧାନମନ୍ତ୍ରୀ ଯିବା ବଡ ପଦେକ୍ଷପ । ରାଇରଙ୍ଗପୁରରୁ ଉଦଘାଟିତ ପ୍ରକଳ୍ପ ସାରା ଓଡ଼ିଶାର କାୟକଳ୍ପ ବଦଳାଇ ଦେବ । ଗୋଟିଏ ଜାତି ନିଜର ସଂସ୍କୁତିକୁ ଭୁଲିଗଲେ ମୌଳିକ ହରାଇଦିଏ । ଦୀର୍ଘଦିନ ଧରି ଆଡୁଆଳରେ ରହିଆସୁଥିଲେ ଆଦିବାସୀ । ମୁଁ  ଯେତେବେଳେ ଯେଉଁଠି ଥିଲେ ବି ମୁଁ ମୋ ଗାଁକୁ ଭୁଲେନାହିଁ । ଯେଉଁଠି ଥିଲେ ବି ଏହି ଅଞ୍ଚଳ ପାଇଁ କାର୍ୟ୍ୟ କରିବାକୁ ଚାହିଁଛି । ଅନେକ କିଛି କରିବାକୁ ଚାହିଁଛି ।

ଯେମିତିକି ଗତକାଲି ଆଇନ ଶୃଙ୍ଖଳା ପାଇଁ ଏକ ଜିଲ୍ଲା ପୋଲିସର ଉଦଘାଟ କରିଛି । କାହିଁକି ନା ବଡ ଜିଲ୍ଲା ହେଉଛି ଆମ ଜିଲ୍ଲା । ଦୂରଦୃଷ୍ଟି ପଦେକ୍ଷପ ନେଇଛନ୍ତି ମୋଦିଜୀ । ନିର୍ବାଚିତ ଲୋକପ୍ରତିନିଧି ଭାବରେ ମୋଦିଜୀ ଲମ୍ବା ସମୟ ରହିଛନ୍ତି ଦେଶବାସୀଙ୍କ ତରଫରୁ ମୋ ତାଙ୍କୁ କୃତଜ୍ଞ ଗାପନ କରୁଛି । ପୃଥୀବିରେ ଯେତେବେଳେ ଦୃର୍ବିପାକ ପଡୁଛି ଭାରତ ସେଠାରେ ଠିଆ ହୋଇଛି । ଶାନ୍ତିର ବାର୍ତ୍ତା ବାଣ୍ଟୁଛି ଭାରତ ଯୁଦ୍ଧ ନୁହେଁ । ଦୁଇ ବର୍ଷରେ ମାଝୀଙ୍କ ସରକାର ପହଞ୍ଚିଛି । ଯାହା କି ବିକାଶ ଦିଗରେ କାର୍ୟ୍ୟ କରୁଛି । ମୁଁ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ଧନ୍ୟବାଦ ଜଣାଉଛି । ଶିଳ୍ପର କ୍ଷେତ୍ରରେ ମାଝୀଙ୍କ ସରକାର ଆଗାଉଛି । ସୁଭଦ୍ରା ଯୋଜନା ଦ୍ୱାରା ମହିଳା ଶସକ୍ତ ହେଉଛନ୍ତି । ଯାହା ମୋତେ ଆନନ୍ଦିତ କରୁଛି । ଆଦିବାସୀଙ୍କ ବିକାଶ ଲକ୍ଷରେ ଆମ ସରକାର କାର୍ୟ୍ୟ କରୁଛି ମାଝୀଙ୍କ ସରକାର । ପ୍ରକୃତିକ ସମ୍ବଳର ବ୍ୟବହାର କରି ଦେଶ ଓ ରାଜ୍ୟକୁ ଆଗେଇ ନେବା । ପ୍ରକୃତିର ସମ୍ବଳ କମ ବ୍ୟବହାର କରିବା ଆବଶ୍ୟକ । କାହିଁକି ନା ଆମ ପରିବେଶ ସୁରକ୍ଷିତ ଆବାଶ୍ୟକ । ପରପିଢୀଙ୍କ ପାଇଁ ସୁସ୍ଥ ପରିବେଷ ରକ୍ଷା କରିବା ଆବଶ୍ୟକ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ପରଭାଣୀ ହନୁମାନ ମନ୍ଦିରରେ ଅଘଟଣ 🔴 ସିଏମଓରୁ ସିଏସଓ ଘାଣ୍ଟୁଛି ଏସଆଇଟି…ଆଗକୁ ନବୀନ ନିବାସ ପାଳି 🔴 ଆଦିବାସୀଙ୍କ ପରମ୍ପରା ଓ ସଂସ୍କୃତିକୁ ଜାଣିବା ପାଇଁ ପାହାଡପୁରକୁ ପ୍ରଧାନମନ୍ତ୍ରୀଙ୍କୁ ନେଇଥିଲି 🔴 ପାହାଡ଼ପୁର ହେବ ‘ସୂର୍ଯ୍ୟଗ୍ରାମ’: ପ୍ରଧାନମନ୍ତ୍ରୀ 🔴 ଅଯୋଧ୍ୟା ରାମ ମନ୍ଦିର ଦାନ ବାକ୍ସ ଦାନ ଅର୍ଥ ହେରଫେର ମାମଲା 🔴 ରାଉରକେଲାରେ ଡବଲ୍‌ ଏନ୍‌କାଉଣ୍ଟର 🔴 ଘଡ଼ଘଡ଼ି ସହ ହାଲୁକାରୁ  ମଧ୍ୟମ ଧରଣର ବର୍ଷା ସମ୍ଭାବନା 🔴 ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ 🔴 ରାୟଗଡ଼ାରେ ମାନବିକତାର ହତ୍ୟା: ଗୁଗୁଲ୍ ମ୍ୟାପ୍‌ ଚକ୍କରରେ ଆସି ପିଲାଚୋର ସନ୍ଦେହରେ ଯୁବକ-ଯୁବତୀଙ୍କୁ ଗଣ ନିର୍ଯାତନା, ୧୬ ଗିରଫ 🔴 ସେହେଜାଦାରୁ ଜନନାୟକ 🔴 ପରଭାଣୀ ହନୁମାନ ମନ୍ଦିରରେ ଅଘଟଣ 🔴 ସିଏମଓରୁ ସିଏସଓ ଘାଣ୍ଟୁଛି ଏସଆଇଟି…ଆଗକୁ ନବୀନ ନିବାସ ପାଳି 🔴 ଆଦିବାସୀଙ୍କ ପରମ୍ପରା ଓ ସଂସ୍କୃତିକୁ ଜାଣିବା ପାଇଁ ପାହାଡପୁରକୁ ପ୍ରଧାନମନ୍ତ୍ରୀଙ୍କୁ ନେଇଥିଲି 🔴 ପାହାଡ଼ପୁର ହେବ ‘ସୂର୍ଯ୍ୟଗ୍ରାମ’: ପ୍ରଧାନମନ୍ତ୍ରୀ 🔴 ଅଯୋଧ୍ୟା ରାମ ମନ୍ଦିର ଦାନ ବାକ୍ସ ଦାନ ଅର୍ଥ ହେରଫେର ମାମଲା 🔴 ରାଉରକେଲାରେ ଡବଲ୍‌ ଏନ୍‌କାଉଣ୍ଟର 🔴 ଘଡ଼ଘଡ଼ି ସହ ହାଲୁକାରୁ  ମଧ୍ୟମ ଧରଣର ବର୍ଷା ସମ୍ଭାବନା 🔴 ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ 🔴 ରାୟଗଡ଼ାରେ ମାନବିକତାର ହତ୍ୟା: ଗୁଗୁଲ୍ ମ୍ୟାପ୍‌ ଚକ୍କରରେ ଆସି ପିଲାଚୋର ସନ୍ଦେହରେ ଯୁବକ-ଯୁବତୀଙ୍କୁ ଗଣ ନିର୍ଯାତନା, ୧୬ ଗିରଫ 🔴 ସେହେଜାଦାରୁ ଜନନାୟକ