Masthead

ଘୁରି ବୁଲୁଛି ନକଲି ଟେମ୍ପୁଲ୍‌ ସ୍କ୍ୱାଡ୍‌ ନିଯୁକ୍ତିପତ୍ର

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ଜଗନ୍ନାଥ ଟେମ୍ପୁଲ୍‌ ସ୍କ୍ୱାଡ୍‌ ନାଁରେ ନକଲି ନିଯୁକ୍ତିପତ୍ର ଭାଇରାଲ୍ । ସୋସିଆଲ ମିଡିଆରେ ଘୁରି ବୁଲୁଛି ନକଲି ନିଯୁକ୍ତିପତ୍ର । ନିଯୁକ୍ତିପତ୍ରରେ SJTA ଷ୍ଟାମ୍ପ୍‌ ସହ ରହିଛି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ଦସ୍ତଖତ ।  ଟେମ୍ପୁଲ ସ୍କ୍ୱାଡ୍‌ ନିଯୁକ୍ତି ଗୃହ ବିଭାଗ ଅଧୀନରେ କରାଯାଇଥିବା ଉଲ୍ଲେଖ । ଯାହାକୁ ନେଇ ଥାନାରେ ମାମଲା ରୁଜୁ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ। ଟେମ୍ପୁଲ ସ୍କ୍ୱାଡ୍‌ ନିଯୁକ୍ତି ଗୃହ ବିଭାଗ ଅଧୀନରେ କରାଯାଇଥିବା ଉଲ୍ଲେଖ ରହିଛି । ତଦନ୍ତ କରାଯାଇ ଆଇନଗତ ପଦକ୍ଷେପ ନିଆଯିବ କହିଲେ OSD  ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଘୁରି ବୁଲୁଛି ନକଲି ଟେମ୍ପୁଲ୍‌ ସ୍କ୍ୱାଡ୍‌ ନିଯୁକ୍ତିପତ୍ର 🔴 ପୁଣି ଭାଇରାଲ ହେଲା ଶ୍ରୀମନ୍ଦିର ଭିତରର ଫଟୋ 🔴 ଖସିଲା ସିଲିଂ, ବର୍ତ୍ତିଗଲେ ନବଜାତକ ଏବଂ ପ୍ରସୂତି 🔴 ଦିଲ୍ଲୀ ଫେରି ଯିବେ ରାଷ୍ଟ୍ରପତି 🔴 ବଢ଼ିବ ବର୍ଷା, ଅରେଞ୍ଜ ୱାର୍ଣ୍ଣିଂ ଜାରି 🔴 ବନ୍ୟା ଧୋଇନେଲା ଚାଷ, ଏବେ ଚିନ୍ତାରେ ଚାଷୀ 🔴 ସମୁଦ୍ର ବାଲିକୁ ବି ଛାଡ଼ିଲେନି ବାଲି ମାଫିଆ 🔴 ନବମ ଛାତ୍ରଙ୍କୁ ନିସ୍ତୁକ ମାରିଲେ ଦଶମ ଛାତ୍ର 🔴 ମଝି ଆକାଶରେ ଥରିଲା ଏୟାର ଇଣ୍ଡିଆ ବିମାନ 🔴 ଦୁଇଟି ବଡ଼ ଘଟଣା, ସ୍କାନରରେ ୨୪୦ବ୍ୟକ୍ତି 🔴 ଘୁରି ବୁଲୁଛି ନକଲି ଟେମ୍ପୁଲ୍‌ ସ୍କ୍ୱାଡ୍‌ ନିଯୁକ୍ତିପତ୍ର 🔴 ପୁଣି ଭାଇରାଲ ହେଲା ଶ୍ରୀମନ୍ଦିର ଭିତରର ଫଟୋ 🔴 ଖସିଲା ସିଲିଂ, ବର୍ତ୍ତିଗଲେ ନବଜାତକ ଏବଂ ପ୍ରସୂତି 🔴 ଦିଲ୍ଲୀ ଫେରି ଯିବେ ରାଷ୍ଟ୍ରପତି 🔴 ବଢ଼ିବ ବର୍ଷା, ଅରେଞ୍ଜ ୱାର୍ଣ୍ଣିଂ ଜାରି 🔴 ବନ୍ୟା ଧୋଇନେଲା ଚାଷ, ଏବେ ଚିନ୍ତାରେ ଚାଷୀ 🔴 ସମୁଦ୍ର ବାଲିକୁ ବି ଛାଡ଼ିଲେନି ବାଲି ମାଫିଆ 🔴 ନବମ ଛାତ୍ରଙ୍କୁ ନିସ୍ତୁକ ମାରିଲେ ଦଶମ ଛାତ୍ର 🔴 ମଝି ଆକାଶରେ ଥରିଲା ଏୟାର ଇଣ୍ଡିଆ ବିମାନ 🔴 ଦୁଇଟି ବଡ଼ ଘଟଣା, ସ୍କାନରରେ ୨୪୦ବ୍ୟକ୍ତି