Masthead

ବିପଦସଙ୍କୁଳ ଅବସ୍ଥାରେ ଥିବା ରାଜପ୍ରାସାଦର ପୁନରୁଦ୍ଧାର ପାଇଁ ଆନ୍ଦୋଳନ

ବାରିପଦା(ବଡ଼ ଖବର ବ୍ୟୁରୋ): ବିପଦସଙ୍କୁଳ ଅବସ୍ଥାରେ ଥିବା ମୟୂରଭଞ୍ଜ ରାଜପ୍ରାସାଦର ପୁନରୁଦ୍ଧାର ପାଇଁ ଭଂଜସେନା ର ଆନ୍ଦୋଳନ ।ମୟୂରଭଞ୍ଜ ଜିଲ୍ଲାର ବାରିପଦା ଠାରେ ଥିବା ରାଜପ୍ରାସାଦ ଆଜି ଜରାଜୀର୍ଣ୍ଣ ଅବସ୍ଥାରେ ରହିଛି। ସେଠାରେ ଦୀର୍ଘ ବର୍ଷ ହେଲା ଏମ ପି ସି ଜୁନିଅର କଲେଜ ର ପାଠ ପଢା ଚାଲିଥିବା ବେଳେ,ଛାତ୍ର ଛାତ୍ରୀ ଏବେ ବିପଦ ସଙ୍କୁଳ ଅବସ୍ଥାରେ ପାଠ ପଢୁଛନ୍ତି।

ଦୀର୍ଘ ବର୍ଷ ହେଲା ମରାମତି ଅଭାବ ରୁ ରାଜା ରାଜୁଡ଼ା ଅମଳର ସେଇ କୋଠା ଏବେ ଭାଙ୍ଗି ଯିବାକୁ ବସିଲାଣି।ଏହି ରାଜ ପ୍ରସାଦ ର ପୁନରୁଦ୍ଧାର ପାଇଁ ଭାଞ୍ଜସେନା ପୂର୍ବରୁ ବହୁବାର ଦାବି କରିଥିଲେ ମଧ୍ୟ ସରକାରୀ ବାବୁ ମାନେ କର୍ଣ୍ଣପାତ କରିନାହାନ୍ତି । ତେବେ ଏହା ମୟୂରଭଞ୍ଜ ଜିଲ୍ଲାର ହେରିଟେଜ୍ ବିଲ୍ଡିଂ ହେଇଥିବାରୁ ଏହାର ସମ୍ପୂର୍ଣ୍ଣ ପୁନରୁଦ୍ଧାର ଦାବିରେ ଆଜି ଭଂଜସେନା PWD କାର୍ୟ୍ୟାଳୟ ସମ୍ମୁଖରେ ଧାରଣା ରେ ବସିଥିଲେ। ତେବେ ସମ୍ପୂର୍ଣ୍ଣ ରାଜପ୍ରାସାଦର ପୁନରୁଦ୍ଧାର କରା ନ ଗଲେ ଭଞ୍ଜସେନା ଏହି ଆନ୍ଦୋଳନକୁ ଆଗକୁ ବ୍ୟାପକ ରଖିବ ବୋଲି କହିଛନ୍ତି ଭଞ୍ଜସେନା ର ସଭାପତି ପିଣ୍ଟୁ ମାଇତୀ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି