Masthead

ଦେଢ଼ ବର୍ଷ ପରେ ନନ୍ଦନକାନନରେ ଚାଲିଲା ବସ୍ ସଫାରୀ

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର । ଦେଢ ବର୍ଷ ପରେ ନନ୍ଦନକାନରେ ଚାଲିଲା ବସ ସଫାରୀ । ବସ ଚାଲିବା ସହ ଦର୍ଶକ ଏହାର ମଜା ଉଠାଇଛନ୍ତି । ଦେଢବର୍ଷ ପରେ ନଳ୍ପଚ୍ଛନ ଟେଣ୍ଡର ସହ ବସ ସଫାରୀ ଆରମ୍ଭ ହୋଇଛି । ନନ୍ଦନକାନନର ଉପନିର୍ଦ୍ଦେଶକ ଡ. ସଞ୍ଜୀବ କୁମାର । ନୂତନ ଟେଣ୍ଡର ପ୍ରକ୍ରିୟାରେ ୧ ବର୍ଷର ଅବଧିରେ ମାସିକ ୬ ଲକ୍ଷ ୫୦ ହଜାର ଟଙ୍କାରେ ଘରୋଇ ସଂସ୍ଥାକୁ ଦେଇଛନ୍ତି ।

ନନ୍ଦନକାନାନର ପଛପାଖରେ ଥିବା ୯ ନମ୍ବର ଗେଟରେ ନବନିର୍ମିତ ସଫାରୀ ବସଷ୍ଟାଣ୍ଡ ଠାରେ ଟିକେଟ କାଟି ଏହାର ଫାଇଦା ଉଠାଇ ପାରିବେ । ଆଜି ୨ଟି ବସ ସଫାରୀ ଚାଲିଥିବା ବେଳେ ପରବର୍ତ୍ତୀର୍ ସମୟରେ ୫ରୁ ୧୦ଟି ବସ ଚାଲୁ କରାଯିବାର ବ୍ୟବସ୍ଥା ରହିଛି । ପର୍ଯ୍ୟଟକ ପିଛା ଟିକେଟ ଦର ୬୦ ଟଙ୍କା ଧାର୍ଯ୍ୟ କରଯାଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ