Before Header

କୁଆଡ଼େ ଗଲେ ବିଦ୍ୟାଭାରତୀ

0 91

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଏସିଏଫ ସୌମ୍ୟରଞ୍ଜନ ମୃତ୍ୟୁ ମାମଲା । ୩ ଜଣଙ୍କ ନାଁରେ ଗିରଫ ପରୱାନା ଜାରି ହୋଇଥିଲା । ପତ୍ନୀ ବିଦ୍ୟାଭାରତୀଙ୍କୁ ପାଉନି ପୋଲିସ । କପ୍ତିପଦା ଗୌଡ ଗାଁରେ ନାହାନ୍ତି ବିଦ୍ୟାଭାରତୀ । ଗାଁକୁ ୨ଥର ଯାଇ ଖାଲି ହାତରେ ଫେରିଲା ପୋଲିସ । କାର୍ଯ୍ୟରତ ବେତନଟୀ ଅଫିସରେ ବି ନାହାନ୍ତି ବିଦ୍ୟାଭାରତୀ ।

ପତ୍ନୀ, ଡିଏଫଓ, ରୋଷେୟାଙ୍କ ନାଁରେ ଜାରି ହୋଇଛି ଏନବିଡବ୍ଲୁ । ଡିଏଫଓ ସଂଗ୍ରାମ ବେହେରା, ରୋଷେୟା ମନ୍ମଥ କୁମ୍ଭଙ୍କ ନାଁରେ ଗିରଫ ପରୱାନା । କୁଆଡ଼େ ଗଲେ ବିଦ୍ୟାଭାରତୀ ।

Leave A Reply

Your email address will not be published.