Masthead

‘ ଡବଲ ଇଞ୍ଜିନ ନୁହେଁ ତିନି ଚକିଆ ‘ଅଟୋ-ରିକ୍ସା’ ‘

ରାୟପୁର  (ବଡ଼ ଖବର ବ୍ୟୁରୋ): ବିଜେପିକୁ ଟାର୍ଗେଟ କରିଛନ୍ତି ଛତିଶଗଡ଼ ଉପମୁଖ୍ୟମନ୍ତ୍ରୀ ଟିଏସ ସିଂହଦେଓ । ଏକନାଥ ସିନେ୍ଦଙ୍କ ପ୍ରତିକ୍ରିୟାକୁ ନେଇ ବିଜେପି ଉପରେ ବର୍ଷିଛନ୍ତି ଟିଏସ ସିଂହଦେଓ । ଅଜିତ ପାୱାର ଦଳରେ ମିଶିବା ପରେ ମହାରାଷ୍ଟ୍ର ରାଜନୀତି ହଲଚଲ ହୋଇଯାଇଛି । ଯାହାକୁ ନେଇ ବିଭିନ୍ନ ନେତାମାନେ ନିଜ ନିଜର ପ୍ରତିକ୍ରିୟା ଦେଉଛନ୍ତି । ରବିାବର ମହାରାଷ୍ଟ୍ରରେ ହୋଇଥିଲା ମହାନାଟକ । ଏନସିପି ସୁପ୍ରିମୋ ଶରଦ ପାୱାରଙ୍କୁ ଝଟକା ଦେଇ ସିନ୍ଦେ ସରକାରରେ ସାମିଲ ହୋଇଥିଲେ ଅଜିତ ପାୱାର ।

ଯାହାକୁ ନେଇ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ କହିଥିଲେ, ବର୍ତ୍ତମାନ ପର୍ଯ୍ୟନ୍ତ ମହାରାଷ୍ଟ୍ରରେ ଡବଲ ଇଞ୍ଜିନ ସରକାର ଚାଲୁଥିଲା, କିନ୍ତୁ ବର୍ତ୍ତମାନ ଅଜିତ ପାୱାର ଆସିବା ପରେ ଟ୍ରିପଲ ଇଞ୍ଜିନର ସରକାର ଗଠନ ହୋଇଛି । ଏହି ପ୍ରତିକ୍ରିୟା ପରେ ଟି.ଏସ୍ ସିଂହଦେବ କହିଛନ୍ତି ଯେ ଇଞ୍ଜିନ ବୋଧେ ଦୁର୍ବଳ ହୋଇଯାଇଛି, ତେଣୁ ୩ଟି ଇଞ୍ଜିନ ଲଗାଇବାକୁ ପଡିଛି । ଇଞ୍ଜିନରେ ବୋଧହୁଏ କିଛି ଦୁର୍ବଳତା ରହିଛି ଯେଉଁଥିପାଇଁ ସେମାନଙ୍କୁ ବିଜେପିର ଆବଶ୍ୟକତା ରହିଛି ।ଖାଲି ସେତିକି ନୁହେଁ ଛତିଶଗଡ ମୁଖ୍ୟମନ୍ତ୍ରୀ ଭୁପେଶ ବଘେଲ କହିଥିଲେ ଯେ ଅଜିତ ପାୱାର ଯୋଗ ଦେବା ପରେ ମହାରାଷ୍ଟ୍ର ସରକାର ଡବଲ ଇଞ୍ଜିନ ନୁହେଁ ତିନି ଚକିଆ’ ଅଟୋ-ରିକ୍ସାରେ ପରିଣତ ହୋଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା