Masthead

ବିଜେଡି ଛାଡିଲେ ଅଚ୍ୟୁତ ନନ୍ଦନ ଦାସ

ଭୋଗରାଇ (ବଡ଼ ଖବର ବ୍ୟୁରୋ): ଭୋଗରାଇ ବିଜେଡି ରାଜନୀତିର ଚାଣକ୍ୟ କୁହାଯାଉଥିବା ବିଧାୟକ ଅନନ୍ତ ଦାସଙ୍କ ଭାଇ ଅଚ୍ୟୁତ ନନ୍ଦନ ଦାସ ବିଜେଡି ଦଳରୁ ଇସ୍ତଫା ଦେଇଛନ୍ତି । ଭୋଗରାଇ ବିଧାୟକ ପ୍ରାର୍ଥୀ ଗୌତମବୁଦ୍ଧ ଦାସ ଅଲୋଡ଼ା କରୁଥିବା ନେଇ ପ୍ରେସମିଟ ଜରିଆରେ ସୂଚନା ଦେଲେ । ତେବେ ଆଉ ହାତ ଗଣତି କେତେଟା ଦିନ ପରେ ନିର୍ବାଚନ ଥିବାବେଳେ ଦଳରୁ ଇସ୍ତଫା ନେବା ଦଳ ପାଇଁ ବଡ଼ ଝଟକା ବୋଲି କୁହାଯାଇଛି ।

୨୦୦୪ ପାଖରୁ ୨୦୨୪ ପର୍ଯ୍ୟନ୍ତ ଭୋଗରାଇ ବିଧାୟକ ଅନନ୍ତ ଦାସଙ୍କ ରାଜନୀତିର ମୁଖ୍ୟ ପରିଚାଳକ ଥିଲେ ଅଚ୍ୟୁତ ନନ୍ଦନ ଦାସ । ଅନନ୍ତ ଦାସଙ୍କ ନିର୍ବାଚନ ପରିଚାଳନାର ମୁଖ୍ୟ ଭୂମିକା ଲିଭାଉ ଥିବା ଅଚ୍ୟୁତ ନନ୍ଦନ ଦାସଙ୍କୁ ଏବେ ଭୋଗରାଇ ବିଜେଡି ବିଧାୟକ ପ୍ରାର୍ଥୀୀ ଗୌତମବୁଦ୍ଧ ଦାସ ଅଲୋଡ଼ା କରୁଥିବା ସହ ତାଙ୍କୁ ଦଳ ଅଣଦେଖା କରାଯାଉଥିବା ନେଇ ଅଭଯୋଗ କରି ସେ ଦଳ ଛାଡ଼ିଥିବା ପ୍ରେସମିଟ ଜରିଆରେ ସୂଚନା ଦେଇଛନ୍ତି । ତେବେ ଆଗମୀ ନିର୍ବାଚନରେ ଏଥି ପାଇଁ ଦଳ ବଡ ଧରଣର କ୍ଷତି ସହିବ ବୋଲି କହିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ