Before Header

ଅଭିନେତ୍ରୀ ମୌସୁମୀ ନାୟକ ଗିରଫ

0 983

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଅଭିନେତ୍ରୀ ମୌସୁମୀ ନାୟକ ଗିରଫ । ମୌସୁମୀଙ୍କୁ ଗିରଫ କଲା ଇନଫୋସିଟି ଥାନା ପୋଲିସ । ଲେଖିକା ବନସ୍ମିତା ପତିଙ୍କ ଅଭିଯୋଗ ଆଧାରରେ ଗିରଫ କରାଯାଇଛି । ଗିରଫ ପରେ ମୌସୁମୀଙ୍କୁ କୋର୍ଟ ଚାଲାଣ କରାଯାଇଥିବା ସୂଚନା ମିଳିଛି ।

Leave A Reply

Your email address will not be published.