Before Header

କଂଗ୍ରେସର ମୁଲତବି ପ୍ରସ୍ତାବ

0 18

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଗୃହ ଆରମ୍ଭ ହେବା ମାତ୍ରେ କଂଗ୍ରେସ ଆଣିଛି ମୁଲତବି ପ୍ରସ୍ତାବ । ଦୁର୍ନୀତି ଓ ପିସିରେ ଉବୁଟୁବୁ ଓଡ଼ିଶା ପ୍ରଶାସନ । ରାଜ୍ୟସରକାରଙ୍କ ଜିରୋ ଟଲରାନ୍ସ ନୀତି ପ୍ରହସନରେ ପରିଣତ ହୋଇଛି । ଏ ସମ୍ପର୍କୀତ ମୁଲତବି ପ୍ରସ୍ତାବ ଆଜି ବିଧାନସଭାରେ କଂଗ୍ରେସ ଆଗତ କରିଛି । କଂଗ୍ରେସ ଓ ବିଧାୟକ ଦଳ ନେତା ନରସିଂହ ମିଶ୍ର ଏହି ପ୍ରସ୍ତାବ ଆଗତ କରିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ତରଫରୁ ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁଲତବି ପ୍ରସ୍ତାବ ଆଲୋଚନାରେ ଭାଗ ନେଇପାରନ୍ତି ।

Leave A Reply

Your email address will not be published.