Masthead

କିଏ ଧନୀ, କାହା ନାଁରେ ମାମଲା

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ):ପ୍ରକାଶ ପାଇଲା ବିଧାୟକଙ୍କ ସଂପର୍କରେ ଏଡିଆର ରିପୋର୍ଟ । କିଏ କେତେ ଧନୀ, କାହା ନାଁରେ କେତେ ମାମଲା । ଧନୀରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସବୁଠୁ ଆଗରେ । ନବୀନଙ୍କ ମୋଟ ସ୍ଥାବର-ଅସ୍ଥାବର ସଂପତ୍ତି ହେଉଛି ୬୩ କୋଟି । ଦ୍ୱିତୀୟ ସ୍ଥାନରେ ଅଛନ୍ତି ଝାରସୁଗୁଡ଼ା ବିଧାୟିକା ଦୀପାଲି ଦାସ । ତୃତୀୟରେ ପାଟଣାଗଡ଼ ବିଧାୟକ ସରୋଜ ମେହେର ।

ସେହିପରି ଏଡିଆର ରିପୋର୍ଟ ଅନୁସାରେ ସବୁଠୁ ଗରିବ ବିଧାୟକ ହେଉଛନ୍ତି ରାୟଗଡ଼ା ବିଧାୟକ ମକରନ୍ଦ ମୁଦୁଲି । ଜାଣି ଆଶ୍ଚର୍ଯ୍ୟ ହେବେ କି ମକରନ୍ଦଙ୍କ ସଂପତ୍ତି ମାତ୍ର ୧୫ ହଜାର ଟଙ୍କା । କୋଟିପତି ତାଲିକାରେ ଅଛନ୍ତି ୯୫ ଜଣ ବିଧାୟକ । ୪୭ ବିଧାୟକଙ୍କ ନାଁରେ ସଂଗୀନ ଅପରାଧିକ ମାମଲା ଥିବାବେଳେ ଦୁଇ ବିଧାୟକଙ୍କ ନାଁରେ ହତ୍ୟା ଭଳି ସଂଗୀନ ମାମଲା ରହିଛି । ୧୧ ବିଧାୟକଙ୍କ ନାଁରେ ହତ୍ୟା ଉଦ୍ୟମ ମାମଲା ଥିଲାବେଳେ ୧୨ ବିଧାୟକଙ୍କ ନାଁରେ ମହିଳା ହିଂସା ମାମଲା ଥିବା ଏଡିଆର ରିପୋର୍ଟରୁ ଜଣାପଡ଼ିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ