Masthead

ଆରମ୍ଭ ହେଲା ‘ଏରୋ ଇଣ୍ଡିଆ’୨୦୨୧

ବେଙ୍ଗାଲୁରୁ(ବଡ଼ ଖବର): ବେଙ୍ଗାଲୁରୁରୁ ଆରମ୍ଭ ହୋଇଛି ଏରୋ ଇଣ୍ଡିଆ ୨୦୨୧ । ବେଙ୍ଗାଲୁରୁ ୟଲାହାଙ୍କା ଏୟାରବେସରେ ଶକ୍ତି ପ୍ରଦର୍ଶନ କରିବ ବାୟୁସେନା । ଆନ୍ତର୍ଜାତିକ ବିମାନ ପ୍ରଦର୍ଶନରେ ସ୍ୱଦେଶୀ ବିମାନ ସମେତ ଆମେରିକାର ବିମାନ ସାମିଲ ହେବ । ଉଦଘାଟନୀ ସମାରୋହରେ ଏଲସିଏ ତେଜସ, ରାଫେଲ ଓ ଲାଇଟ ୟୁଟିଲିଟି ହେଲିକପ୍ଟରର ଉଡ଼ାଣ ଦେଖିବାକୁ ମିଳିବ । ତେବେ ସବୁଠୁ ଆର୍କଷଣ ସାଜିଛି ବିଆଇବି ଲ୍ୟାନସର ହେବି ବମ୍ବର ଫ୍ଲାଇ ବାଏ ଦେଖିବାକୁ ମିଳିବ । ପ୍ରଥମ ଥର ପାଇଁ ଏରୋ ଇଣ୍ଡିଆରେ ଭାଗ ନେଇଛି ବିମାନ । ଆମେରିକାର ଏରୋ ଇଣ୍ଡିଆର ଯୋଗଦାନ ଦୁଇ ଦେଶ ମଧ୍ୟରେ ସମ୍ପର୍କକୁ ଆହୁରି ମଜବୁତ କରିବା ପାଇଁ ଆଶା କରାଯାଉଛି । ଡ଼ିଆରଡ଼ିଓ ପକ୍ଷରୁ ୩ଦିନ ଧରି ଅନୁଷ୍ଠିତ ହେବ ଏହି ଫିଜିକାଲ ଓ ଭରଚୁଆଲ ସୋ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା