Masthead

ବିବାଦ ପରେ କମିଲା ଫିଲ୍ମର ଆୟ

ନୁଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ନିକଟରେ ରିଲିଜ ହୋଇଛି ହଲିଉଡର ଏକ ଫିଲ୍ମ ଓପେନହାଇମର । ଗୋଟିଏ ପଟେ ଫିଲ୍ମଟି ବକ୍ସ ଅଫିସରେ ଧମାକା କରୁଥିବା ବେଳେ ଅନ୍ୟ ପଟରେ ଫିଲ୍ମର ଏକ ସିନକୁ ନେଇ ବିବାଦ ବଢିବାରେ ଲାଗିଛି ।

ଫିଲ୍ମରେ ଏକ ଇଣ୍ଟିମେଟ ସିନ୍ ରେ ଗୀତା ପଢିବାକୁ ନେଇ ବିବାଦ ବଢିବାରେ ଲାଗିଛି । ଭାରତରେ ଏହି ସିନକୁ ତୀବ୍ର ବିରୋଧ କରାଯିବା ସହ ନିର୍ଦ୍ଦେଶକଙ୍କୁ କଡା ସମାଲୋଚନା କରାଯାଇଛି । ତେବେ ବର୍ତ୍ତମାନ ଏହାର ପ୍ରଭାବ ପିଲ୍ମର ଆୟ ଉପରେ ପଡିଛ ।ଭାରତୀୟ ବକ୍ସ ଅଫିସରେ ଭଳ ଓପେନିଂ କରିଥିଲା ।

ଏପରିକି ସପ୍ତାହ ଶେଷ ପର୍ଯ୍ୟନ୍ତ ଭାରତରେ ଏହି ଚଳଚ୍ଚିତ୍ରର ବ୍ୟବସାୟ ବହୁତ ଭଲ ଥିଲା । ଓପେନହାଇମର ଦୁଇଟି ଭାଷାରେ ଭାରତରେ ରିଲିଜ ହୋଇଥିଲା । ହିନ୍ଦୀରେ ରୋଜଗାର ବିଷୟରେ କହିବାକୁ ଗଲେ ଫିଲ୍ମଟି ଉଦଘାଟନୀ ଦିନରେ ୧.୭୫ କୋଟି ରୋଜଗାର କରିଥିଲା ।କିନ୍ତୁ ଏହି ସପ୍ତାହରେ ସିନ୍ ପାଇଁ ଫିଲ୍ମର ରୋଜଗାରରେ ବହୁତ ହ୍ରାସ ଘଟିଛି । ଫିଲ୍ମଟି ମାତ୍ର ୭୮ଲକ୍ଷ ବ୍ୟବସାୟ କରିଛି ।ଭାରତରେ ଏପର୍ଯ୍ୟନ୍ତ ଫିଲ୍ମର ମୋଟ ଆୟ ୫୫.୭୫ କୋଟି ଆୟ କରିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ରାଜ୍ୟବାସୀଙ୍କ ପାଇଁ ବଡ଼ ଆଶ୍ୱସ୍ତି, ଓଡ଼ିଶା ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ 🔴 ଗୃହିଣୀଙ୍କ ପାଇଁ ସୁପ୍ରିମକୋର୍ଟରୁ ଆସିଲା ବଡ ଶୁଣାଣୀ 🔴 ଧମକର କେଇ ଘଣ୍ଟା ପରେ ଟ୍ରମ୍ପଙ୍କ ୟୁଟର୍ଣ୍ଣ 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ରାଜ୍ୟବାସୀଙ୍କ ପାଇଁ ବଡ଼ ଆଶ୍ୱସ୍ତି, ଓଡ଼ିଶା ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ 🔴 ଗୃହିଣୀଙ୍କ ପାଇଁ ସୁପ୍ରିମକୋର୍ଟରୁ ଆସିଲା ବଡ ଶୁଣାଣୀ 🔴 ଧମକର କେଇ ଘଣ୍ଟା ପରେ ଟ୍ରମ୍ପଙ୍କ ୟୁଟର୍ଣ୍ଣ