Before Header

ଭାଜପାର ହାତ ଛାଡ଼ିଲା ଏଆଇଏଡିଏମକେ

0 59

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ବିଜେପିର ହାତ ଛାଡ଼ିଲା ପ୍ରମୁଖ ସହଯୋଗୀ ଏଆଇଏଡିଏମକେ । ୟୁନିଫର୍ମ ସିଭିଲ କୋର୍ଡ ଲାଗୁ କରିବା ପାଇଁ ମୋଦି ସରକାରଙ୍କୁ ସମର୍ଥନ କରିବ ନାହିଁ । ସମ୍ବିଧାନରେ କୌଣସି ସଂଶୋଧନ ନ କରିବାକୁ ଭାରତ ସରକାରଙ୍କୁ ଅନୁରୋଧ କରିଛି ଏଆଇଏଡିଏମକେ । ଏହି ଆଇନ ସାରା ଦେଶରେ ଲାଗୁ ହେଲେ ସଂଖ୍ୟାଲଘୁ ସାମ୍ପ୍ରଦାୟର ଧାର୍ମିକ ଅଧିକାର ଉପରେ ପ୍ରଭାବ ପକାଇବ କହିଛି ଦଳ ।

ଏବେ ଏଆଇଏଡିଏମକେ ୟୁସିସି ନିୟମକୁ ଲାଗୁ ନ କରିବାକୁ କହୁଥିବା ବେଳେ ପୂର୍ବରୁ ବିଜେପିର ସହଯୋଗ ଦଳ ଜାତୀୟ ପିପୁଲ୍ସ ପାର୍ଟି ଓ ନାଗାଲାଣ୍ଡରେ ଭାଜପାର ଅନ୍ୟ ସହଯୋଗୀ ନ୍ୟାସନାଲିଷ୍ଟ ଡେମୋକ୍ରାଟିକ ପ୍ରୋଗ୍ରେସିଭ୍ ପାର୍ଟି ବା ଏନଡିପିପି ୟୁସିସି ସିଭିଲ କୋଡ୍ ଲାଗୁ କରିବାକୁ ଆପତି ଜଣାଇଥିଲେ ।

 

 

Leave A Reply

Your email address will not be published.