Masthead

ମିଆଁମାରରେ ଏୟାରଷ୍ଟ୍ରାଇକ୍ , ୧୦୦ରୁ ଅଧିକ ମୃତ

ମିଆଁମାର (ବଡ଼ ଖବର ବ୍ୟୁରୋ): ମିଆଁମାରରେ ଘଟିଛି ଏକ ଅଭାବନୀୟ ଘଟଣା ଘଟିଛି । ସେନାର ଏୟାରଷ୍ଟ୍ରାଇକରେ ଶତାଧିକ ନାଗରିକଙ୍କ ମୃତ ହୋଇଛି । ଏଥିରେ ପ୍ରାୟ ୧୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଛି । ମୃତକଙ୍କ ମଧ୍ୟରେ ୩୦ ଶିଶୁ ଥିବାବେଳେ ୧୫୦ ଆହତ ହୋଇଥିବା ସୂଚନା ମିଳିଛି । ମିଳିଥିବା ସୂଚନା ଅନୁଯାୟୀ ମଙ୍ଗଳବାର ଦିନ ସାମରିକ ଶାସନ ବିରୋଧରେ ଏକ କାର୍ଯ୍ୟକ୍ରମ ପାଇଁ ସାଧାରଣ ନାଗରିକଙ୍କ ଭିଡ଼ ଉପରେ ମିଆଁମାର ସେନା ଏୟାରଷ୍ଟ୍ରାଇକ୍ କରିଥିଲା। ଏହି କାର୍ଯ୍ୟକ୍ରମକୁ ସାମରିକ ଶାସନର ବିରୋଧୀମାନେ ଆୟୋଜନ କରିଥିବା କୁହାଯାଉଛି ।

ଏଥିରେ ସାଧାରଣ ଲୋକ ଉପସ୍ଥିତ ଥିଲେ। ସେପଟେ ମିଳିତ ଜାତିସଂଘ ମିଆଁମାରର ସାଧାରଣ ନାଗରିକଙ୍କ ଉପରେ ହୋଇଥିବା ସାମରିକ ଆକ୍ରମଣକୁ ନିନ୍ଦା କରିଛି। ମିଳିତ ଜାତିସଂଘର ମାନବ ଅଧିକାର କମିଶନର ଏକ ବିବୃତ୍ତି ଜାରି କରି କହିଛନ୍ତି ଯେ ଏହି ଖବର ଅତ୍ୟନ୍ତ ନିନ୍ଦନୀୟ । ସେ କହିଛନ୍ତି ଯେ ଏକ ଉଦଘାଟନୀ ସମାରୋହରେ ସାଧାରଣ ନାଗରିକ ଓ ସ୍କୁଲ ପିଲା ନାଚୁଥିବା ସମୟରେ ଏହି ହେଲିକପ୍ଟରରୁ ଗୁଳି ଓ ବୋମା ବର୍ଷଣ ହୋଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା 🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା