Masthead

ଶିଶୁଙ୍କ ଟିକାକୁ ଅନୁମତି

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଜାଇଡସ୍ କାଡିଲାର କରୋନା ଟିକାକୁ ଜରୁରୀ ବ୍ୟବହାର ପାଇଁ ଅନୁମତି । ୩ ଡୋଜର ଏହି ଟିକାକୁ ଜାଇକୋଭ୍-ଡି ନାଁରେ ବିକଶିତ କରିଛି ଫାର୍ମା କମ୍ପାନୀ ଜାଇଡସ୍ କାଡିଲା । କୋଭାକ୍ସିନ୍ ପରେ ଭାରତର ଦ୍ୱିତୀୟ ଦେଶୀ ଟିକା ଭାବେ ଆସିବ ଜାଇକୋଭ୍-ଡି । ଷଷ୍ଠ ଟିକା ଭାବେ ଦେଶରେ ଜରୁରୀ ବ୍ୟବହାର ପାଇଁ ଏହାକୁ ଅନୁମତି ମିଳିଛି ।

ସବୁଠୁ ବଡ଼ କଥା ହେଉଛି, ୧୨ ବର୍ଷରୁ ଶିଶୁଙ୍କ ପାଇଁ ଏହା ହେବ ଦେଶର ପ୍ରଥମ କରୋନା ଟିକା । ଏହାଛଡ଼ା ଏହା ଏକ ଛୁଞ୍ଚିବିହୀନ ଟିକା । ଅର୍ଥାତ ଟିକା ଦେବା ବେଳେ ଛୁଞ୍ଚିର ଆବଶ୍ୟକତା ହେବନାହିଁ । ଜରୁରୀ ବ୍ୟବହାର ପାଇଁ ଜୁଲାଇ ୧ ରେ ଆବେଦନ କରିଥିଲା ଅହମ୍ମଦାବାଦ ସ୍ଥିତ କାଡିଲା ହେଲଥ କେୟାର ଲିମିଟେଡ୍ । ୫୦ଟି କେନ୍ଦ୍ରରେ ୨୭ ହଜାର ସ୍ୱେଚ୍ଛାସେବୀଙ୍କ ଉପରେ ପରୀକ୍ଷା କରିଥିଲେ ଜାଇଡସ୍ କାଡିଲା । ପରୀକ୍ଷଣରେ ମଧ୍ୟ ସାମିଲ ହୋଇଥିଲେ ୧୨ରୁ ୧୮ ବର୍ଷ ବୟସର ଏକ ହଜାର ପିଲା । ଟିକା ୬୬.୬ ପ୍ରତିଶତ ପ୍ରଭାବୀ ବୋଲି ଦାବି କରିଛି କମ୍ପାନୀ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା 🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା